ଟ୍ରକ୍‌ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: କାର୍ଯ୍ୟାଳୟରେ ଉତ୍ତେଜନା

ବଡ଼ବିଲ,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ବୁଧବାର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ଖବରପାଇ କାର୍ଯ୍ୟାଳୟ ପରିସରରେ ପୋଲିସ ପହଞ୍ଚି ବୁଝାଶୁଝା ଜାରି ରଖି ଥିବା ବେଳେ ଉଭୟ ଗୋଷ୍ଠୀର ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ବଡ ନିଷ୍ପତ୍ତି; ଏମାନଙ୍କୁ ଦେବାକୁ ପଡିବନି ଟିକସ

ନୂଆଦିଲ୍ଲୀ,୫।୬: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି: ବିଦେଶୀ ନିବେଶକ (FII)ମାନଙ୍କୁ ଆଉ ଭାରତୀୟ ସରକାରୀ ବଣ୍ଡ (G-Secs) ରେ ନିବେଶ ଉପରେ ଟିକସ ଦେବାକୁ…

‘ଯଦି ସେ ଏବେ ସ୍କୁଲରେ ଥାଆନ୍ତେ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପ୍ୟାଟ କମିନ୍ସ ହେଉଛି ଆଲୋଚନା

ନୂଆଦିଲ୍ଲୀ,୫।୬: ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ 2026 ରେ ଏକ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ…

ଦାୟିତ୍ୱ ନେଉ ନେଉ ଶିବ କୁମାରଙ୍କୁ ଶକ୍ତ ଧକ୍କା, ଅସନ୍ତୁଷ୍ଟ ମନ୍ତ୍ରୀଙ୍କ…

ବେଙ୍ଗାଲୁରୁ,୫।୬: କର୍ନାଟକ କ୍ୟାବିନେଟରେ ବିଭାଗ ବଣ୍ଟନ ପରେ କଂଗ୍ରେସ ସରକାର ଭିତରେ ଅସନ୍ତୋଷ ଖୋଲାଖୋଲି ଭାବରେ ଦେଖାଦେଇଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରୀ ପଦରୁ…

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ…

ମମତାଙ୍କୁ ମିଳିଲା ବଡ଼ ଅଫର୍‌: ଯାହାକୁ ଦଳରୁ ବିଦା କରିଥିଲେ, ସେ ହିଁ ଦେଲେ ଆଶ୍ୱାସନା

କୋଲକାତା,୫।୬: ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ସରକାର ହଟିବା ପରେ ଦଳରେ ଫାଟ ଦେଖାଦେଇଛି। ଅନେକ ନେତା ଦଳ ଛାଡୁଛନ୍ତି। ଦଳର ସୁପ୍ରିମୋ ମମନା ବାନାର୍ଜୀ ଏନେଇ ବେଶ୍‌…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ପରଲୋକରେ ବରିଷ୍ଠ ଆଇନଜୀବୀ, ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୫।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ ଆଇନଜୀବୀ ତଥା ଜିଲା ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଗତ କାଲି ବିଳମ୍ବିତ ରାତିରେ ଦେହାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri