Posted inଖେଳ

କ୍ରିକେଟର ଉନ୍ନତିରେ ୧ ବିଲିୟନ ଖର୍ଚ୍ଚ କରିବ ୟୁଏସ୍‌ଏ

ଓ୍ବାଶିଂଟନ,୨୫।୫(ଏଏଫ୍‌ପି)- ଆଇସିସି ସ୍ବୀକୃତି ମିଳିବା ୬ ମାସ ପରେ ୟୁଏସ୍‌ଏ କ୍ରିକେଟ ବୋର୍ଡ ଏକ ବଡ଼ ଘୋଷଣା କରିଛି। ଦେଶରେ କ୍ରିକେଟର ଭିତ୍ତିଭୂମୀ ବିକାଶ, ଆଞ୍ଚଳିକ ଏକାଡେମୀ ପ୍ରତିଷ୍ଠା ଓ ଏକ ଟି୨୦ ଲିଗ୍‌ ଆୟୋଜନ ପାଇଁ ଓ୍ବିଲୋ ଟିଭି ଓ ଟାଇମ୍ସ ଅଫ୍‌ ଇଣ୍ଡିଆ ସହ ୧ ବିଲିୟନ ଡଲାର ଚୁକ୍ତି କରାଯାଇଛି। ଏଥିନେଇ ୟୁଏସ୍‌ଏ କ୍ରିକେଟ ଅଧ୍ୟକ୍ଷ ପରାଗ ମରାଠି ଘୋଷଣା କରିଛନ୍ତି। ଗତ ନଭେମ୍ବରରେ ବୋର୍ଡ ଏକାଡେମୀ ନିର୍ମାଣ, ପାଣ୍ଠି ସଂଗ୍ରହ ଓ ପ୍ରଥମ ପେଶାଦାର ଟି୨୦ ଲିଗ୍‌ ପରିଚାଳନା କରିବା ଲାଗି ପାଟନର୍ସ ଖୋଜିବା ଆରମ୍ଭ କରିଥିଲା। ଟି୨୦ ଲିଗ୍‌ ୨୦୨୧ ସୁଦ୍ଧା ଆରମ୍ଭ କରିବା ନେଇ ଯୋଜନା କରାଯାଇଛି। ଆଇପିଏଲ ଭଳି ଆମେରିକୀୟ ଓ ବିଦେଶୀ ଖେଳାଳିଙ୍କୁ ନେଇ ଲିଗ୍‌ ଖେଳାଯିବ। ଏହାକୁ ୟୁନାଇଟେଡ୍‌ ଷ୍ଟେଟ୍‌ରେ ଏହି ଲିଗ୍‌କୁ ଓ୍ବିଲୋ ଟିଭି ପ୍ରସାରଣ କରିବ। ଓ୍ବିଲୋ ଟିଭି ହେଉଛି ଉତ୍ତର ଆମେରିକାର ସବୁଠୁ ବଡ଼ କ୍ରିକେଟ ପ୍ରସାରଣକାରୀ ଚ୍ୟାନେଲ, ଯାହାକି ଦେଶରେ ଆଇସିସି ଇଭେଣ୍ଟ ସମେତ ଆଇପିଏଲ ଓ ପିଏସ୍‌ଏଲର ସିଧା ପ୍ରସାରଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri