
ପ୍ରସ୍ତୁତ ହେଉଥିବା ରଜପାନ ସହ ଆଳୁଦମ ଦହିବରା ଖାଇବାକୁ ଭିଡ ଜମାଇଥିବା ଲୋକ ମାନେ

ଦୋଳିରେ ଶିଶୁ କୁ ବସାଇ ଖେଳାଉଛନ୍ତି ବାରବାଟୀ କଟକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

ଦୋଳି ରେ ବସିଥିବା ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

ଧବଳେଶ୍ୱର ଗଡା ଠାରେ ବାରବାଟୀ କଟକ ବିଜେଡି ପକ୍ଷ୍ୟରୁ ଅନୁଷ୍ଠିତ ରଜ ମହୋତ୍ସବ


