ଏଇ ଭାରତରେ

ଜନ୍ମରୁ ଯେଉଁ ଶିଶୁମାନେ କମ୍‌ ଶୁଣିପାରୁଛନ୍ତି ସେମାନଙ୍କ ଶ୍ରବଣ ଶକ୍ତି ଫେରାଇ ଆଣିବାରେ ‘ଦି ହାନ୍ସ ଫାଉଣ୍ଡେଶନ’ (ଟିଏଚ୍‌ଏଫ୍‌) ସହଯୋଗର ହାତ ବଢ଼ାଇଛି। ଏବେ ସୁଦ୍ଧା ୯୦୦ ଶିଶୁଙ୍କୁ ଶ୍ରବଣ ଶକ୍ତି ଫେରାଇବାରେ ସକ୍ଷମ ହୋଇଛି। ଏଥିପାଇଁ ଏହି ସଂସ୍ଥା କୋଚ୍‌ଲିୟର ଇମ୍ପ୍ଲାଣ୍ଟ ପ୍ରୋଗ୍ରାମ ଚଳାଇଛି । ଏହା ୨୦୧୩ ଡିସେମ୍ବରରେ ଆରମ୍ଭ କରାଯାଇଥିଲା ଓ ଏଥିରେ ମୁଖ୍ୟ ଭୂମିକା ନେଉଛନ୍ତି ଡ. ରବି ଭାଟିଆ। ସେ ସର୍ବୋଦୟ ହସ୍ପିଟାଲର ଇଏନ୍‌ଟି ସର୍ଜନ ଭାବେ କାର୍ଯ୍ୟରତ। ଅସ୍ତ୍ରୋପଚାର କରି କାନ ଭିତରେ ଇଲେକ୍ଟ୍ରୋନିକ ଡିଭାଇସ ଲଗାଇବା ଦ୍ୱାରା ପିଲାମାନେ ଶୁଣିପାରୁଛନ୍ତି। ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଅଧିକ ସଫଳତା ମିଳୁଛି। ବାସ୍ତବରେ ଏହି ଅସ୍ତ୍ରୋପଚାର ବ୍ୟୟବହୁଳ ହୋଇଥିଲେ ବି ଟିଏଚ୍‌ଏଫ୍‌ ଅସହାୟ ପରିବାର ପିଲାଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛି। ୭ ରାଜ୍ୟର ୧୪ଟି ହସ୍ପିଟାଲରେ ଏହି ସେବା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri