ଆମେରିକା ସାଂସଦଙ୍କୁ ଜେଲେନସ୍କି କହିଲେ ମୋତେ ଶେଷଥର ଲାଗି ଜୀବିତ ଅବସ୍ଥାରେ ଦେଖୁଛ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହେଲାଣି । ହେଲେ ଏବେବି ୟୁକ୍ରେନର ବଡ ବଡ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ରୁଷିଆ ତା’ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ବି ମୁଣ୍ଡ ନୁଆଉ ନାହିଁ । ଏଭଳି ପରିସ୍ଥିତିରେ ୟୁକ୍ରେନ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଏହାରି ଭତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି ଫୋନ ଯୋଗେ ଆମେରିକା ସାଂସଦଙ୍କ ସହ କଥା ହୋଇଛି । କଥା ହେବା ସମୟରେ ଜେଲେନ୍‌ସ୍କି କହିଛନ୍ତି ଶେଷଥର ପାଇଁ ଆପଣ ମୋତେ ଜୀବିତ ଅବସ୍ଥାରେ ଦେଖୁଛନ୍ତି । ଜେଲେନସ୍କିଙ୍କ ଏଭଳି କଥାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ୟୁକ୍ରେନ୍ ରୁଷିଆ ନିକଟରେ ଆତ୍ମ ସମର୍ପଣ କରିପାରେ ନଚେତ ଜେଲେନସ୍କିଙ୍କର ମୃତ୍ୟୁ ହୋଇପାରେ ।
ସୂଚନାଯୋଗ୍ୟ, ରୁଷିଆର ଆକ୍ରମଣ ଫଳରେ ନିସହାୟ ହୋଇ ପଡିଲାଣି ୟୁକ୍ରେନ୍ । ଭିନ୍ନ ଭିନ୍ନ ଦେଶଠାରୁ ସହଯୋଗ ଲୋଡୁଛି ୟୁକ୍ରେନ୍ । ଏପଟେ ରୁଷିଆ ୟୁକ୍ରେନର ସୀମାବର୍ତ୍ତି ଅଞ୍ଚଳକୁ କବଜା କରି ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର...

ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର...

ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା

ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା...

ସ୍ବର ଚପାଇ ପାରିବନି ସେନା

ୟାଙ୍ଗୁନ୍‌, ୭।୨: ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ଏଠାରେ ସବୁଠୁ ବଡ଼ ବିକ୍ଷୋଭ ଦେଖିବାକୁ ମିଳିଥିଲା। ନୂଆ ସାମରିକ ଶାସନ...

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୯।୮: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପାକ୍ସେ ରବିବାର ଶପଥ ଗ୍ରହଣ କରିଛନ୍ତି। କଲମ୍ବୋର ଏକ ବୁଦ୍ଧ ମନ୍ଦିରରେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ...

ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା...

୬.୬ ତୀବ୍ରତାର ଭୂକମ୍ପରେ ଥରିଲା ଫିଲିପାଇନ୍ସ

ମନିଲା,୨୯।୧୦: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ହୋଇଥିବା ଭୂକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୬। ଏଥିରେ କ୍ଷୟକ୍ଷତି ସମ୍ପର୍କରେ...

ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି...

Advertisement
Archives

Model This Week