ବାଇକ୍‌ରେ ଘରୁ କାମକୁ ଯାଉଥିଲେ ଯୁବକ, ରାସ୍ତାରେ ଚାପିଦେଲା ଟାଟା ଏସି

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ନିକଟ ରେଳ ଫାଟକ ନିକଟରେ ମେଣ୍ଢା ବୋଝେଇ ଟାଟା ଏସି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ନରେନ୍ଦ୍ରପୁର ଗ୍ରାମର ଧନୁ ବାଡ଼ତ୍ୟା ବୋଲି ଜଣାପଡିଛି l

ସୂଚନାନୁଯାୟୀ ଧନୁ ଓଡି ୦୭ ଏଡବ୍ଲୁ ୨୭୦୪ ନମ୍ବର ବିଶିଷ୍ଟ ଏକ ବାଇକ୍‌ ଯୋଗେ ନିଜ ଘରୁ କାମକୁ ଯାଉଥିବା ବେଳେ ଓଡି ୦୨ ସିଏନ ୪୨୦୭ ନମ୍ବର ବିଶିଷ୍ଟ ଏକ ଟାଟା ଏସି ତାଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ହିଁ ଧନୁଙ୍କ ମୃତ୍ୟୁ ଘଟିଥିଲା l ଚମାଖଣ୍ଡି ପୋଲିସ ପଂହଁଚି ତଦନ୍ତ କରିବା ସହ ଶବ ବ୍ୟବଛେଦ କରିବା ପାଇଁ ପଠାଇଛି l ଘଟଣା ସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପଂହଁଚି ରେଡ କ୍ରସ ଫଣ୍ଡ ରୁ ତିରିଶି ହଜାର ଟଙ୍କା ପ୍ରଦାନ କରିବା ସହ ନିଜ ତରଫରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି...

କାଲିଠୁ ଛେଚିବ ବର୍ଷା, ଏସବୁ ଜିଲାକୁ ଝଟକା ପବନ-ବଜ୍ରପାତ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୮ା୭(ଅନୁରାଧା ମହାରଣା) – ରାଜ୍ୟରେ ଗତ କିଛିଦିନ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବୁଧବାରଠାରୁ କମିବ। କିଛି ଜିଲାକୁ ବାଦ୍‌ ଦେଲେ ପ୍ରାୟ...

ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ...

ଏଣିକି ସମ୍ପତ୍ତି ନୁହେଁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାଇଁ ବି ବାଛିବାକୁ ପଡିବ ଉତ୍ତରାଧିକାରୀ, କାରଣ ଜାଣିଲେ…

ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ତାଙ୍କ ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଆଇନଗତ ଜିନିଷର ଉତ୍ତରାଧିକାରୀ ସ୍ଥିର କରାଯାଏ। କିନ୍ତୁ ବର୍ତ୍ତମାନ ଏହି...

ଟଙ୍କା ପାଇଁ ନ୍ୟୁଜିଲାଣ୍ଡର ହାତ ଛାଡ଼ି ଦେଲେ କେନ୍‌ ଓ୍ବିଲିୟମସନ, ଆଉ ଜଣେ… 

ନୂଆଦିଲ୍ଲୀ,୮।୭: ନ୍ୟୁଜିଲାଣ୍ଡ ଜୁଲାଇ ୩୦ରୁ ଜିମ୍ବାୱେ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ...

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ...

ନିର୍ବାଚନ ହାରିବା ପରେ ଏହି କମ୍ପାନୀରେ ଚାକିରି କଲେ ଋଷି ସୁନକ, ଦରମା ପାଇବେ ମାତ୍ର…

ଇଂଲଣ୍ଡ,୮।୭: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପୁଣି ଥରେ ଗୋଲ୍ଡମ୍ୟାନ ସାକ୍ସରେ ବରିଷ୍ଠ ପରାମର୍ଶଦାତା ଭାବରେ ଯୋଗ ଦେଉଛନ୍ତି। ଉଲ୍ଲେଖନୀୟ ଯେ ସେ ୨୦୦୧...

କାରଗିଲ୍‌ ଯୁଦ୍ଧରେ ଲଢ଼ିଥିବା ଯବାନ ଶରତଚନ୍ଦ୍ରଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଶରତଚନ୍ଦ୍ର ଦଣ୍ଡସେନାଙ୍କ ମଙ୍ଗଳବାର ନିଜ ବାସଭବନରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri