ବାସ୍ତୁରେ ହଳଦିଆ ରଙ୍ଗ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ରଙ୍ଗର ବ୍ୟବହାର କରିଥାଉ । ରଙ୍ଗମାନଙ୍କର ବିଭିନ୍ନ ପ୍ରକାର ପ୍ରଭାବ ବି ଥାଏ । ତେବେ ବାସ୍ତୁ ଅନୁଯାୟୀ ହଳଦିଆ ରଙ୍ଗର କ’ଣ କ’ଣ ପ୍ରଭାବ ରହିଛି

ଜାଣନ୍ତୁ ନିମ୍ନରେ –

ରଙ୍ଗ ଶାନ୍ତି ଓ ବିନମ୍ରତାକୁ ସୂଚାଇଥାଏ । ସେଥିପାଇଁ ଘର ହେଉ ବା ଦୋକାନ ହଳଦିଆ ରଙ୍ଗର ହୋଇଥିଲେ ଏହା ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ।

ଅନୁଯାୟୀ ସୁନା, ଗହଣା ଓ ଟଙ୍କାକୁ ସର୍ବଦା ହଳଦିଆ ଓ ନାଲି ରଙ୍ଗର କପଡାରେ ରଖନ୍ତୁ ।
ଏହା ଦ୍ୱାରା ଧନ ବଢିଥାଏ ।

ପରଦା, ଫୁଲକୁଣ୍ଡର ଫୁଲ, ସୌଖିନ ମୂର୍ତ୍ତି ଆଦି ହଳଦିଆ ରଙ୍ଗର ରଖିଲେ ଘରେ ଶାନ୍ତି ବଜାୟ ରହେ ଓ ଉନ୍ନତି ବଢେ ।

ହଳଦିଆ ଜିନିଷ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବାକୁ ଚେଷ୍ଟା କରନ୍ତୁ । କାରଣ ବାସ୍ତୁ ଅନୁଯାୟୀ ଦକ୍ଷିଣ-ପୂର୍ବ ଦିଗ ହେଉଛି ମାଟି ମା’ଙ୍କ କୋଣ ।ଏହା ଦ୍ୱାରା ସର୍ବଦା ଘରେ ସୁଖ ସମୃଦ୍ଧି ବଜାୟ ରହେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri