ଶୁଟିଂ ସେଟ୍‌ରେ କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ।

ରୁପା ଶୁଟିଂ ସେଟ୍‌ରେ ଏତେ କାନ୍ଦିଲେ ଯେ, ମେକର୍ସ ଏବଂ ତାରକାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ ରହିଥିଲେ। ଜଣେ ଅଭିନେତ୍ରୀ ଭାବରେ ରୁପା ଏହି ଦୃଶ୍ୟକୁ ଏତେ ଭଲ ଭାବରେ ଅଭିନୟ କରିଥିଲେ ଯେ, ଏହାକୁ ଗୋଟିଏ ଥର ଶୁଟ୍‌ କରାଯାଇଥିଲା। ସେ ଏଥିରେ କୌଣସି ରିଟେକ୍‌ ନେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର...

୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’

ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ...

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ...

ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା।...

ହ୍ରିତିକ-ଅମିଷା: ୯୨ ପୁରସ୍କାର

ହ୍ରିତିକ ରୋଶନଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘କହୋ ନା ପ୍ୟାର୍‌ ହୈ’। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସୁପର ହିଟ୍‌ ହେବା ସହ...

କାହିଁକି ମା’ ହେବା ପାଇଁ ସରୋଗେସି ରାସ୍ତା ବାଛିଥିଲେ ପ୍ରିୟଙ୍କା…

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ମା’ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ସୂଚନା ଦେଇଥିଲେ। ହେଲେ ନିକ୍‌...

ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ...

ପୁଅ ନୁହେଁ ଝିଅ ଚାହୁଁଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ହଟ୍ ନାୟିକା ବିପାଶା ବସୁ ଏବେ ତାଙ୍କ ପ୍ରେଗ୍ନେନ୍ସି ଟାଇମକୁ ଏନଜୟ କରୁଛନ୍ତି । ୪୩ ବର୍ଷୀୟା ନାୟିକା ବିପାଶା ବିବାହର ୬...

Advertisement
Archives

Model This Week