Advertisement

ରଜନୀକାନ୍ତଙ୍କ ପାଇଁ କାହିଁକି ଉପବାସ ରଖିଥିଲେ ଶ୍ରୀଦେବୀ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦିନୀ ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ ଯେ, ‘ରାଣା’ ଫିଲ୍ମ ଶୁଟିଂ ସମୟରେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ପରେ ତାଙ୍କର ମଙ୍ଗଳ କାମନା କରି ଶ୍ରୀଦେବୀ ତାଙ୍କ ପାଇଁ ଉପବାସ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଖୁସି କହିଲେ ନ ସରେ

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍‌ ଜୋନାସ ଏବଂ ପରିବାର...

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ...

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି...

ତୁମେ ଐଶ୍ୱର୍ଯ୍ୟାଙ୍କ ପାଇଁ ଯୋଗ୍ୟ ନୁହଁ, ଟ୍ରୋଲରଙ୍କ ଏହି କଥାରେ ଏମିତି ଉତ୍ତର ଦେଲେ ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦି ବିଗ୍‌ ବୁଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ତେବେ...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ

ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା...

ଏକଦା ଐଶ୍ୱର୍ଯ୍ୟାଙ୍କ ଏଭଳି ଏକ ନିଷ୍ପତ୍ତି ଯୋଗୁ ଭାଇଯାନଙ୍କ ସହ ତାଙ୍କ ରୋମାନ୍ସ ଦେଖିବାକୁ ମିଳି ନ ଥିଲା ଦର୍ଶକଙ୍କୁ

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ...

ଏହି ଦିନ ରିଲିଜ୍‌ ହେବ ‘ମିଶନ ମଜ୍‌ନୁ’

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜ୍‌ନୁ’କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର...

ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ...

Advertisement
Archives

Model This Week