Posted inଖେଳ

ରାଗିଗଲେ କୋହଲି; କହିଦେଲେ ଏମିତି କଥା

ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି ନିକଟତର ଥିଲା। ପଞ୍ଚମ ଦିନରେ ଭାରତକୁ ମାତ୍ର ୧୫୭ ରନ ଆବଶ୍ୟକ ଏବଂ ତାଙ୍କ ହାତରେ ୯ ଉଇକେଟ ଥିଲା, କିନ୍ତୁ ନଟିଂହାମରେ ବର୍ଷା ହେତୁ ମ୍ୟାଚ ଡ୍ର ହୋଇଥିଲା। ପଞ୍ଚମ ଦିନରେ ଦିନସାରା ବର୍ଷା ହୋଇଥିଲା। ଫଳରେ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ । ଯଦି ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥାନ୍ତା ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଥାନ୍ତା। କିନ୍ତୁ ଏହା ହୋଇ ନଥିଲା ଏବଂ ମ୍ୟାଚ ଡ୍ର ହେବା ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ନିରାଶ ହୋଇଥିଲେ।
ବିରାଟ କୋହଲି କହିଛନ୍ତି, ଆମେ ଭାବୁଥିଲୁ ତୃତୀୟ ଏବଂ ଚତୁର୍ଥ ଦିନରେ ବର୍ଷା ହେବ କିନ୍ତୁ ଏହା ପଞ୍ଚମ ଦିନରେ ହୋଇଥିଲା। ଏହି ମ୍ୟାଚରେ ଆମେ ଭଲ ସ୍ଥିତିରେ ଥିଲୁ କିନ୍ତୁ ଲଜ୍ଜାଜନକ ବିଷୟ ଯେ ପଞ୍ଚମ ଦିନରେ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ। ଚତୁର୍ଥ ଦିନରେ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆମେ ୫୦ ରନ ସ୍କୋର କରିଥିଲୁ ଯାହା ଆମ ପାଇଁ ଏକ ସକାରାତ୍ମକ ବିଷୟ ଥିଲା। କିନ୍ତୁ ବର୍ଷା ବିଜୟ ଛଡାଇନେଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଦେଶ ଆଗ, ଫୋନ୍‌ରେ ପରସ୍ପର କଥା ହୋଇ ଝଗଡା ଶେଷ କର’

ନୂଆଦିଲ୍ଲୀ,୨୬।୧: କିଛି ଦିନ ହେବ ଭାରତୀୟ କ୍ରିକେଟରେ ସବୁ କିଛି ଠିକ ନାହିଁ। ବିରାଟ କୋହଲି ଟି-୨୦ ଏବଂ ଟେଷ୍ଟର ଅଧିନାୟକତ୍ୱରୁ ଓହରିଯିବା ଏବଂ ତାଙ୍କୁ...

ରୋନାଲ୍ଡୋଙ୍କ ଏକାଧିକ କିର୍ତ୍ତୀମାନ

ଲିସବନ (ପର୍ତ୍ତୁଗାଲ), ୧୨।୯- ୟୁରୋ ୨୦୨୦ ପ୍ରତିଯୋଗିତାର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳର ପର୍ତ୍ତୁଗାଲ ୫-୧...

ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଲ ଆମେରାତ,୧୭।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ବାଂଲାଦେଶକୁ ୬ ରନ୍‌ରେ ହରାଇ ଦେଇଛି ଦୁର୍ବଳ ସ୍କଟଲାଣ୍ଡ। ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ...

ଶତକ ଅପେକ୍ଷାରେ ଶେଷ ହେଲା ଦ୍ୱିତୀୟ ବର୍ଷ

ସେଞ୍ଚୁରିଆନ,୨୯।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ବିନା କୌଣସି ଅନ୍ତର୍ଜାତୀୟ ଶତକରେ ୨୦୨୧ ବର୍ଷ ଶେଷ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଟିଏ...

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ଆମେରିକା-ଇଂଲଣ୍ଡ

ପ୍ୟାରିସ,୨୯।୬(ଏଏଫ୍‌ପି)- ମେଗନ ରାପିନୋଙ୍କ ଡବଲ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ଦେଇଛି। ପାର୍କ ଡେସ ପ୍ରିନ୍ସେସ ଷ୍ଟାଡିୟମରେ ଆୟୋଜିତ...

ଅଷ୍ଟ୍ରେଲିଆର ବିବିଏଲ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ଯୁବରାଜ ସିଂହ, ଡିସେମ୍ବରରୁ ସିଜନ୍‌-୧୦ ଆରମ୍ଭ

ନୂଆଦିଲ୍ଲୀ,୮।୯: ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଭାରତୀୟ କ୍ରିକେଟର ଯୁବରାଜ ସିଂହ। ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ରେ ଖେଳିବାକୁ ଇଚ୍ଛା...

ନିଜକୁ ‘ବୁଢା’ କହିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୧୫।୯:ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି। ସେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ...

Advertisement
Archives

Model This Week