କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଧାରଣା

ପାରାଦୀପ, ୩୦ା ୭ (ସ୍ବ.ପ୍ର.): ପାରାଦୀପ ରିଫାଇନେରି ନିଷିଦ୍ଧାଞ୍ଚଳରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରେ ମୃତକଙ୍କ ଗାଁ ଲୋକେ କ୍ଷତିପୂରଣ ଦାବିରେ ରିଫାଇନେରି ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଛନ୍ତି। କ୍ଷତିପୂରଣ ପାଇବା ପରେ ଏହା ପ୍ରତ୍ୟାହୃତ ହୋଇଯାଇଛି। ମୃତକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ବାବାଜୀ ମହାପାତ୍ର (୪୬)। ସୋପନ ଏଣ୍ଡ ଏମ କମ୍ପାନୀ ପ୍ରାଇଭେଟ ଲିମିଟେଡ୍‌ ନାମକ ଠିକାସଂସ୍ଥା ଅଧୀନରେ ସେ କାମ କରୁଥିଲେ। ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଠିକାସଂସ୍ଥା ପକ୍ଷରୁ ମୃତଦେହକୁ ଅଣାଯାଇ ବିଜୁ ମେମୋରିଆଲ ହସ୍ପିଟାଲରେ ରଖାଯାଇଥିଲ। କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିବା ସହ ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଦାବି କରି ଧାରଣା ଦେଇଥିଲେ। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହେବନାହିଁ କି ରାସ୍ତା ଅବରୋଧ ହଟିବ ନାହିଁ ବୋଲି ସେମାନେ କହିଥିଲେ। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢୁଢୁଆ ବାରୁଣୀ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଖୁଣ୍ଟା/କୁଆମରା,୩୧।୩(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ନିକଟ ବାଲିଡ଼ିହା ଗ୍ରାମ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳରେ ଥିବା ବାବା ଢୁଢେଶ୍ବର...

ସରକାରୀ ସାହାଯ୍ୟ ଅପେକ୍ଷାରେ ଚାମର

ଉମରକୋଟ,୨୦ା୩(ସ୍ବ.ପ୍ର.): ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ଚାମର ଭତ୍ରା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଚାମର (୬୩) କିଛି ବର୍ଷ...

ମେସ୍ତା, ଛଣି ଚାଷ ପ୍ରତି ଆଗ୍ରହ ବଢୁଛି

ବ୍ରହ୍ମପୁର,୧୬ା୬ (ସ୍ମୃତି ରଞ୍ଜନ ମହାଲିକ): ଅଧିକ ଉପତ୍ାଦନ ପାଇଁ ଚାଷୀ ଜମିରେ ବିଭିନ୍ନ ସାର ପ୍ରୟୋଗ କରିବା ଦ୍ୱାରା ଅନେକାଂଶ ମାଟିର ଉର୍ବରତା ହ୍ରାସ ପାଉଛି।...

ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ...

୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଆର୍‌ସିସିି

ବାରିପଦା ଅଫିସ/ଠାକୁରମୁଣ୍ଡା(ଡି.ଏନ୍‌.ଏ.),୧।୨- ଦରମା ବିଲ୍‌ କରାଇ ଦେବାକୁ କହି ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ...

ଦିନରାତି ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତ୍‌ ବିଭାଗର ନଜର ନାହିଁ

କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍‌ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍‌ ବିଦ୍ୟୁତ୍‌ ବିଭାଗ...

‘ଆଇନଜୀବୀଙ୍କୁ ମିଳୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା’

କଟକ ଅଫିସ,୧।୩: ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଶନିବାର ନିଖିଳ ଓଡ଼ିଶା ଆଇନ୍‌ଜୀବୀ ସଂଘର ୨୦୨୦ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।...

୨ ପଞ୍ଚାୟତକୁ ନାହିଁ ସବୁଦିନିଆ ରାସ୍ତା

ପଦ୍ମପୁର,୨୭।୮ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଓ ବିନୋବାଭାବେନଗର ପଞ୍ଚାୟତକୁ ସବୁଦିନିଆ ରାସ୍ତା ନାହିଁ। ଧାମରା-ଜାମୁଝାଡ଼ି ରାସ୍ତାର କଣ୍ଟିଆନାଳିଠାରୁ ଲୁଣାବନ୍ଧ ପର୍ଯ୍ୟନ୍ତ...

Advertisement
Archives

Model This Week