ଘର ତିଆରି କରୁଛନ୍ତି କି? ଏହି ଦିଗରେ ତିଆରି କରନ୍ତୁ ଶିଡ଼ି

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି ବାସ୍ତୁ ଅନୁଯାୟୀ ଠିକ୍‌ କୋଣରେ ତିଆରି ନ ହୋଇଥାଏ ତା’ହେଲେ କି କି ସମସ୍ୟା ଦେଖାଦିଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଅନୁସାରେ ଘରର ଶିଡ଼ିକୁ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମ ଅଥବା ନୈଋତ୍ୟ କୋଣ (ଦକ୍ଷିଣ- ପଶ୍ଚିମ)ରେ ନିର୍ମାଣ କରିବା ଆବଶ୍ୟକ; ଯଦ୍ଦ୍ବାରା ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଉତ୍ତର-ପୂର୍ବ ତଥା ଐଶାନ୍ୟ କୋଣରେ ଶିଡ଼ି ତିଆରି କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଘରେ ବାସ୍ତୁଦୋଷ ଉପୁଜିବା ସହ ଆର୍ଥତ୍କ ଦୁରବସ୍ଥା, ଚାକିରି ଅବା ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ମଧ୍ୟ ପଡ଼ିଥାଏ। ଭୁଲ୍‌ରେ ଆପଣଙ୍କ ଘରର ଶିଡ଼ି ଉତ୍ତର-ପୂର୍ବ କୋଣରେ ତିଆରି ହୋଇଯାଇଛି, ତା’ହେଲେ ପିରାମିଡ୍‌ ଦ୍ୱାରା ଏହି ବାସ୍ତୁଦୋଷକୁ ଦୂର କରିହେବ। କିନ୍ତୁ ଏହା ପୂର୍ବରୁ ବାସ୍ତୁ ବିଶେଷଜ୍ଞଠାରୁ ଏନେଇ କିଛିଟା ଟିପ୍ସ ବୁଝିନେବା ଜରୁରୀ।

ଅନୁଯାୟୀ, ଶିଡ଼ି ତିଆରି କରିବା ସମୟରେ ଧ୍ୟାନ ରଖିବେ ଏହାର ପାହାଚର ସଂଖ୍ୟା ଯେମିତି ଅଯୁଗ୍ମ ଅର୍ଥାତ୍‌ ୫, ୭, ୯, ୧୧ ଇତ୍ୟାଦି ହେଉଥିବ।

ଶିଡ଼ିର ପ୍ରତି ପାହାଚ ମଧ୍ୟରେ ଅନ୍ତତଃ ୯ ଇଞ୍ଚର ଅନ୍ତର ରହୁଥିଲେ, ଏହା ବାସ୍ତୁ ଅନୁସାରେ ଶୁଭ ମନା ଯାଇଥାଏ।
ଶିଡ଼ିର ବୁଲାଣି ବା ମୋଡ଼ ଦକ୍ଷିଣାବର୍ତ୍ତୀ ଅର୍ଥାତ୍‌ ବାମରୁ ଡାହାଣ ଆଡ଼କୁ ହୋଇଥିଲେ, ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟଫୋନ୍‌ ଆଣିପାରେ ବିପଦ

ଏବେ ହାଇଟେକ୍‌ ଯୁଗ। ସ୍ମାର୍ଟଫୋନ୍‌ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍‌ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର...

ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ

ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ...

ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ...

ଏସବୁ ଖାଇଲେ ଖୁବ୍‌ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ...

କାଲି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଜାଣନ୍ତୁ କ’ଣ କରିବେ ଭୋଗ…

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ବୁଧବାର ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଏହା...

ଜଗିଂ ପାଇଁ ଜୋତା

ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା...

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ...

ଘରେ କରନ୍ତୁ ହେୟାର ଡିଟକ୍ସ

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଏହାକୁ ପରିଷ୍କାର ରଖିବା ସହ ଯତ୍ନ ନେବା ଆବଶ୍ୟକ। ତେବେ ଏଥିପାଇଁ ଆପଣ ଚାହିଁଲେ ଘରେ ହେୟାର୍‌...

Advertisement
Archives

Model This Week