ଟ୍ରମ୍ପ ନା ହାରିସ୍‌? ଯାହାର ଭବିଷ୍ୟବାଣୀ ୪୦ ବର୍ଷ ମଧ୍ୟରେ ଭୁଲ ହୋଇନାହିଁ, ସେ କହିଦେଲେ କିଏ ହେବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ଚିତ୍ର କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଆମେରିକୀୟମାନେ ଆସନ୍ତା ଚାରି ବର୍ଷ ପାଇଁ କମଲା ହାରିସ୍‌ କିମ୍ବା ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଶର ନିର୍ଦ୍ଦେଶ ହସ୍ତାନ୍ତର କରିବେ। ଭୋଟ ପରେ ଉଭୟଙ୍କ ମଧ୍ୟରେ କିଏ ଜିତିବ ସେନେଇ କ୍ରମାଗତ କଳ୍ପନାଜଳ୍ପନା ଚାଲିଛି। ବର୍ତ୍ତମାନ ଏହି ସମୟରେ ଏକ ବଡ଼ ଭବିଷ୍ୟବାଣୀ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚକିତ କରିଛି।

ଆମେରିକାର ଲେଖକ ତଥା ରାଜନୈତିକ ପୂର୍ବାନୁମାନ ଏଲନ ଲିକ୍ଟମ୍ୟାନ ପୂର୍ବାନୁମାନ କରିଛନ୍ତି ଯେ ଏହି ନିର୍ବାଚନରେ ଟ୍ରମ୍ପଙ୍କୁ କମଲା ହାରିସ୍‌ଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। ଲିକ୍ଟମ୍ୟାନ ବହୁ ଦଶନ୍ଧି ଧରି ନିର୍ବାଚନ ଫଳାଫଳ ବିଷୟରେ କଳ୍ପନା କରୁଛନ୍ତି। ତାଙ୍କର ଭବିଷ୍ୟବାଣୀ କେବେ ଭୁଲ ହୋଇନାହିଁ। ଏକ ସାକ୍ଷାତକାରରେ ସେ କହିଛନ୍ତି, ସମସ୍ତ ମତଦାନ ପୋଲକୁ ନିଆଁ ଲଗାଇ ଦିଆଯିବା ଉଚିତ୍‌। ମୁଁ କହୁଛି ଆମ ପାଖରେ କମଲା ହାରିସ୍‌ ରହିବେ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ

ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ...

ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ବିରୋଧୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର: ହସିନା

ଢାକା/ନୂଆଦିଲ୍ଲୀ,୩।୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସା ଜାରି ରହିଛି। ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା...

ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ...

ସେକ୍ସ ଓ୍ବାର୍କରଙ୍କୁ ମିଳିବ ପେନସନ ସହ ମ୍ୟାଟରନିଟି ଲିଭ, ଐତିହାସିକ ଆଇନ ଲାଗୁ

ଲଣ୍ଡନ,୩।୧୨: ବେଲଜିୟମ ସରକାର ନିକଟରେ ସେକ୍ସ ଓ୍ବାର୍କରମାନଙ୍କ ପାଇଁ ଏକ ଐତିହାସିକ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ ଦେଶରେ ଯୌନ କର୍ମୀଙ୍କ ଅଧିକାରକୁ...

ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍‌ ଭୋଗିବ ପରିଣାମ

ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା...

ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ...

ଫୁଟବଲ ମ୍ୟାଚ ସମୟରେ ସଂଘର୍ଷ, ୧୦୦ରୁ ଅଧିକ ମୃତ

ଗୁଇନିଆ,୨।୧୨: ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ(N’Zerekore) ରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri