Posted inଜାତୀୟ

ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ (ବିକେୟୁ) ବୁଧବାର ଚାଷୀ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି।

ହିଂସାର ନିନ୍ଦା କରି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ୍‌ ସିଂ କହିଛନ୍ତି, ଆନ୍ଦୋଳନ ଜାରି ରହିବ। କିନ୍ତୁ ଏଭଳି ନୁହେଁ। ଭିନ୍ନ ଉଦ୍ଦେଶ୍ୟ ଥିବା ସଂଗଠନ ସହ ମୁଁ ଆଗକୁ ଯାଇ ପାରିବି ନାହିଁ। ମୁଁ ସେମାନଙ୍କୁ ଶୁଭକାମନା ଦେଉଛି। ହେଲେ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଅଲଗା ହୋଇଯାଇଛି। ଏମ୍‌ଏସ୍‌ପିର ଆଇନଗତ ପ୍ରତିଶ୍ରୁତି ନ ମିଳିଲା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ। ଲୋକଙ୍କୁ ଶହିଦ କିମ୍ବା ମାଡ଼ ମାରିବା ଲାଗି ଆମେ ଏଠାକୁ ଆସି ନାହୁଁ।

ସେହିଭଳି ବିକେୟୁ ସଭାପତି ଠାକୁର ଭାନୁ ପ୍ରତାପ ସିଂ କହିଛନ୍ତି, ଜାତୀୟ ରାଜଧାନୀରେ ଯାହା ଘଟିଗଲା, ସେଥି ଯୋଗୁ ମୁଁ ମର୍ମାହତ। ଆମର ୫୮ ଦିନର ଆନ୍ଦୋଳନ ଶେଷ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଦୀପାବଳି, ୩୦ ଲକ୍ଷ ବୁଥ୍‌ କର୍ମୀଙ୍କ ପାଖକୁ ଭାଜପା ପଠାଇଲା ଉପହାର…

ଲକ୍ଷ୍ନୌ,୨୮।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବୁଥ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ବ୍ୟଦ୍ଦି କରାଇବା ଲାଗି ଭାଜପା ପକ୍ଷରୁ...

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ...

ଦିଲ୍ଲୀ ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପୋଷ୍ଟାଲ ବାଲଟରେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ସୋମବାର ନିର୍ବାଚନ କମିଶନ ସୁନୀଲ ଅରୋରା ଖବରଦାତା ସମ୍ମିଳନୀ କରି ଆସନ୍ତା ବିଧାନସଭା ନିର୍ବାଚନ ଓ...

ଏମ୍‌ପି ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର...

ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍‌’

କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି...

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ...

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି...

ମୋର ବୋଧହୁଏ ଯୋଗ୍ୟତା ନାହିଁ: ପଙ୍କଜା

ମୁମ୍ବାଇ,୧୩।୮: ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଏଥିରେ ଭାଜପା ନେତ୍ରୀ ପଙ୍କଜା ମୁଣ୍ଡେଙ୍କୁ ସ୍ଥାନ ନ ମିଳିବାରୁ ସେ ନିରାଶା ବ୍ୟକ୍ତ କରିଛନ୍ତି। ପଙ୍କଜା...

Advertisement
Archives

Model This Week