ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ

ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତ ୨ ବଡଭାଇଙ୍କୁ ବୁଧବାର ଗିରଫ କରିଛି ା ସୂଚନା ଯୋଗ୍ୟ, ଗତ ରବିବାର ବୌଦ୍ଧ ପୋଲିସରେ କନଷ୍ଟେବଳ ଥିବା ସନ୍ତୋଷ କୁମାର ଜାନୀଙ୍କୁ ତାଙ୍କର ଦୁଇଭାଇ ପାରିବାରିକ ଗଣ୍ଡଗୋଳରୁ କାଠଫାଳିଆରେ ମାଡ଼ ମାରିଥିଲେ। ପରେ ତାଙ୍କୁ ଜୀୟନ୍ତା ଜାଳିଦେଇ ହତ୍ୟା କରିଥିଲେ। ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ। ବାଉଁଶୁଣୀ ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ୩ ଦିନ ପରେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ଜାନୀଙ୍କୁ ବୁଧବାର ସକାଳେ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତର ରେଙ୍ଗାଲି ରାସ୍ତାରୁ ଗିରଫ କରିଥିଲା ା ସନ୍ଧ୍ୟାରେ ଅନ୍ୟ ଜଣେ ଅଭିଯୁକ୍ତ ବଡଭାଇ ସାର୍ତ୍ତିକ ଜାନୀଙ୍କୁ ସ୍ଥାନୀୟ ବିଜାପଦର ମାଳିସାହିରୁ ଗିରଫ କରିଛି ା ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୩୦।୬-ବାଲେଶ୍ୱର ସହରର ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଛି। ମରାମତି ଓ ନବୀକରଣ ପାଇଁ ରାସ୍ତାକଡ଼ରେ...

ଅର୍ଦ୍ଧାଧିକ ହିତାଧିକାରୀ ପାଇନାହାନ୍ତି ଗହମ: ଡିପୋରେ ମହଜୁଦ ନାହିଁ

ଆସିକା,୧୫ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ଗହମ ପ୍ରଦାନ କରୁଛନ୍ତି। ତେବେ...

ରାଜ୍ୟରେ ୨୭୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ତୃତୀୟ ଲିଙ୍ଗୀଙ୍କୁ ମିଳିବ ସମାନ ସୁବିଧାସୁଯୋଗ

ଭୁବନେଶ୍ୱର,୭।୧୦(ବ୍ୟୁରୋ):ତୃତୀୟ ଲିଙ୍ଗୀ(କିନ୍ନର)ମାନେ କୌଣସି କ୍ଷେତ୍ରରେ ଅବହେଳିତ ହେବେ ନାହିଁ। ସେମାନଙ୍କୁ ଅନ୍ୟମାନଙ୍କଠାରୁ ବାଛବିଚାର କରାଯିବ ନାହିଁ। ବିଭିନ୍ନ କ୍ଷେତ୍ରରେ ଅନ୍ୟମାନଙ୍କ ଭଳି କିନ୍ନରମାନଙ୍କୁ ସମାନ ସୁବିଧାସୁଯୋଗ...

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ: ଜଣେ ମହିଳା ଆନ୍ଦୋଳନକାରୀ ଅସୁସ୍ଥ

କେନ୍ଦୁଝର, ୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଜାନୁୟାରୀ ୧ରୁ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଆନ୍ଦୋଳନରେ ବସିଥିବା ଜଣେ...

୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି

ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ...

ଆହତ ହରିଣ ମୃତ

କେନ୍ଦୁଝର, ୭।୪(ସ୍ବ.ପ୍ର./ ଡି.ଏନ୍‌.ଏ.)-କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ନିକଟ ତେନ୍ତଳାପଶି ପଞ୍ଚାୟତ ଅଧୀନ ମଶୀନାବିଲା ଗ୍ରାମରୁ ବନ ବିଭାଗ ଏକ କ୍ଷତ ବିକ୍ଷତ ଅଣ୍ଡିରା...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା...

Advertisement
Archives

Model This Week