ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି କ୍ଷମତା ହସ୍ତାନ୍ତର କରୁଛି। ତେବେ ମଧ୍ୟ ଲଢ଼େଇ ଜାରି ରହିବ। କ୍ୟାପିଟୋଲ ହିଲ୍‌ରେ ହୋଇଥିବା ହିଂସାକାଣ୍ଡକୁ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ପ୍ରତି ଆମେରିକା ବାସୀ ମିଳିତ ଭାବେ ସମସ୍ତ ସଙ୍କଟର ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟ୍ରମ୍ପ୍‌ ନିଜର ୨୦ ମିନିଟ୍‌ ଭାଷଣରେ ନୂଆ ସରକାରଙ୍କୁ ଶୁଭକାମନା ଜଣାଇଛନ୍ତି। ନୂଆ ସରକାରଙ୍କ ଶାସନ କାଳରେ ଆମେରିକା ସୁରକ୍ଷିତ ଏବଂ ସମୃଦ୍ଧ ରହୁ ବୋଲି ସେ କାମନା କରିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୪ ବର୍ଷ ବିତାଇବା ପରେ ଟ୍ରମ୍ପ୍‌ ଏବେ ଫ୍ଲୋରିଡ଼ା ସ୍ଥିତ ମାର୍‌-ଏ-ଲାଗୋ ରିଜୋର୍ଟରେ ବାସ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ଲୁଚି ବସିଛନ୍ତିି ଏଲିଅନ୍‌,ମଙ୍ଗଳରେ ଗୁପ୍ତ ଅଡ୍ଡା: ଟ୍ରମ୍ପ୍‌ଙ୍କୁ ବି ଜଣା ବୋଲି କହିଲେ ଇସ୍ରାଏଲ୍‌ ମହାକାଶ ବିଜ୍ଞାନୀ

ଜେରୁଜେଲମ୍‌,୯।୧୨: ପୃଥିବୀରେ ଏଲିଅନ୍‌ ଲୁଛି ବସିଛନ୍ତିି। ସେମାନେ ମଙ୍ଗଳଗ୍ରହରେ ଗୁପ୍ତ ଅଡ୍ଡା ନିର୍ମାଣ କରିଛନ୍ତି। ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ମଧ୍ୟ ଜଣା ଅଛି।...

ତିଆନାନ୍‌ମେନ୍‌ ନରସଂହାରକୁ ପୂରିଲା ୩୦ ବର୍ଷ

ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍‌ମେନ୍‌ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍‌ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ...

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୬ଶହ, ୧୭ ମୃତ୍ୟୁ

ଇସ୍‌ଲାମାବାଦ,୩୦।୩: ପାକିସ୍ତାନରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ୧୦୦ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ...

ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୩୦ ଜଣଙ୍କୁ ବନ୍ଧକ

ନୂଆଦିଲ୍ଲୀ, ୧୭ା୭: ପାକିସ୍ତାନରେ ଏକ ସଂଗଠିତ ଅପରାଧୀ ଗ୍ୟାଙ୍ଗ ସିନ୍ଧ୍‌ ପ୍ରଦେଶର କାଶ୍ମୋରେ ଏବଂ ଘୋଟ୍‌କି ଜିଲାରୁ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୩୦ ଜଣଙ୍କୁ ବନ୍ଧକ...

ସୁଡାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ରକେଟ୍‌ ବର୍ଷାରେ ୧୬ମୃତ

ଖାର୍ତୁମ,୨୩।୭: ସୁଡାନର ଦାରଫୁରରେ ଶନିବାର-ରବିବାର ମଧ୍ୟରାତ୍ରିରେ ସେନା ଏବଂ ପାରାମିଲିଟାରୀ ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ସଂଘର୍ଷରେ ଉଭୟ ପକ୍ଷରୁ...

ସୋସିଆଲ ମିଡ଼ିଆ ଉପରେ ଚାପ ପକାଇ ପାରିବେନି ବାଇଡେନ: ଆମେରିକା କୋର୍ଟଙ୍କ ରାୟ…

ଓ୍ବାଶିଂଟନ,୫।୭ : ଯୁକ୍ତରାଷ୍ଟ୍ରର ଏକ କୋର୍ଟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ଉପରେ ଚାପ ପକାଇ ପାରିବେ ନାହିଁ...

ଅଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନ ପରୀକ୍ଷଣ ପରେ ବ୍ରାଜିଲ ସ୍ୱେସ୍ଥାସେବୀଙ୍କ ମୃତ୍ୟୁ

ବ୍ରାସିଲିୟା,୨୨ ।୧୦: ବ୍ରାଜିଲର ସ୍ୱାସ୍ଥ୍ୟ ପ୍ରାଧିକରଣ ଏନୱିସା ବୁଧବାର ପ୍ରକାଶ କରିଛି ଯେ ଅଷ୍ଟ୍ରାଜେନିକା ଓ ଅକ୍ସୋଫୋର୍ଡ ବଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଥିବା କୋଭିଡ-୧୯ ଭ୍ୟାକ୍ସିନର...

ଏହି କାରଣରୁ ପରସ୍ପରଠାରୁ ଅଲଗା ରହୁଥିଲେ ବୃଦ୍ଧ ଦମ୍ପତି, ଏକାଠି ହେବାର ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ

ଲଣ୍ଡନ,୧୬।୪: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆଖିରେ ଲୁହ ରହିବନି। କାରଣ କରୋନା ମହାମାରୀ ଯୋଗୁ...

Advertisement
Archives

Model This Week