ଅଫିସ୍‌ ୟୁନିଫର୍ମରେ ଲାଗିବେ ଟ୍ରେଣ୍ଡି

ଅଫିସିଆଲ୍‌ ଗେଟଅପ୍‌ ନାଁ ଶୁଣିବା ମାତ୍ରେ ଏକ ଫର୍ମାଲ୍‌ ଆଉଟ୍‌ଫିଟ୍‌ ନଚେତ୍‌ ଅଫିସ୍‌ ୟୁନିଫର୍ମର ଚିତ୍ର ଆଖିକୁ ଆସିଥାଏ। ଆଉ ସବୁବେଳେ ଏହି ଏକା ପ୍ରକାର ଆଉଟ୍‌ଫିଟ୍‌ ପିନ୍ଧି ବୋର୍‌ ଲାଗିଥାଏ। ତେଣୁ ଅଫିସ୍‌ ଆଉଟ୍‌ଫିଟ୍‌ରେ ବି କେମିତି ଟ୍ରେଣ୍ଡି ଲୁକ୍‌ ପାଇ ପାରିବେ ଜାଣି ରଖନ୍ତୁ ଟିପ୍ସ…

– ଲୁକ୍‌ ଚେଞ୍ଜ କରିବାରେ ହେୟାର ଷ୍ଟାଇଲ୍‌ ବେଶ୍‌ କାମରେ ଆସିଥାଏ। ତେଣୁ ଆପଣ ଚାହିଁଲେ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲ୍‌ କରି ଅଫିସ୍‌ ଡ୍ରେସ୍‌ରେ ବି ସୁନ୍ଦର ଏବଂ ଆକର୍ଷଣୀୟ ଲାଗିପାରିବେ।
– କେବଳ ଏତିକି ନୁହେଁ ଆପଣଙ୍କ ଫେସ୍‌କୁ ସୁଟ୍‌ କରିବା ଭଳି ଅଳ୍ପ ମେକ୍‌ଅପ୍‌ ନେଲେ ବି ଆକର୍ଷଣୀୟ ଲୁକ୍‌ ମିଳିପାରିବ।
– ଯଦି ଆପଣଙ୍କ ଅଫିସ୍‌ରେ ଆସେସରିଜ୍‌ ପିନ୍ଧିବାକୁ ନେଇ କୌଣସି କଟକଣା ନାହିଁ ତେବେ ବିଭିନ୍ନ ପ୍ରକାରର ଆସେସରିଜ୍‌ ବ୍ୟବହାର କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
– ଯଦି ଆପଣଙ୍କ ଅଫିସ୍‌ରେ ୟୁନିଫର୍ମ ଥାଏ ଏବଂ ଏଥିପାଇଁ ଆପଣ ଅନ୍ୟ କୌଣସି କଲର ବା ଭେରାଇଟିର ଡ୍ରେସ୍‌ ପିନ୍ଧିବାରୁ ବଞ୍ଚତ୍ତ ହେଉଥାନ୍ତି, ତେବେ ଏକ ଡିଜଇନର ତଥା ଷ୍ଟାଇଲିସ୍‌ ବ୍ୟାଗ୍‌ କ୍ୟାରି କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଫ୍ୟାଶନେବଲ୍‌ ଲାଗିବାରେ ସାହାଯ୍ୟ କରିବ।
– ଯଦି ଅଫିସ୍‌ ଗେଟ୍‌ଅପ୍‌ରେ ଫର୍ମାଲ୍‌ ଜୋତା ବାଧ୍ୟତାମୂଳକ ହୋଇ ନ ଥାଏ ତେବେ ବିଭିନ୍ନ କଲରର ଷ୍ଟାଇଲିସ୍‌ ଫୁଟ୍‌ଓ୍ବେର ବାଛନ୍ତୁ। ଏହା ଲୁକ୍‌ ଚେଞ୍ଜ୍‌ କରିବା ଲାଗି ଏକ ଭଲ ଉପାୟ।
– ସେହିପରି ବିଭିନ୍ନ ଡିଜାଇନ୍‌ର ରିଷ୍ଟ ଓ୍ବାଚ୍‌ ବି ଆପଣଙ୍କୁ ଟ୍ରେଣ୍ଡି ଲାଗିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri