ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୨)

ଭୁବନେଶ୍ୱର ମାଉସୀ ମା’ ଛକ ନିକଟରେ ପିତା ତରଡ଼ା ବିକୁଛନ୍ତି ବ୍ୟବସାୟୀ

 

ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ଵରେ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଚାଲିଛି

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ ନମୁନା ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

 

ଭୁବନେଶ୍ୱର ୟୁନିଟ-୧ ମଦର୍ସ ପବ୍ଲିକ ସ୍କୁଲ ସାମ୍ନାରେ ଥିବା ବେଆଇନ ନିର୍ମାଣକୁ ଉଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ

 

ଭୁବନେଶ୍ୱର ଫରେଷ୍ଟ ପାର୍କ କଲୋନୀରେ ଥିବା ବେଆଇନ ନିର୍ମାଣକୁ ଉଛେଦ କରାଯାଉଛି

 

କଟକ ପ୍ୟାରୀମୋହନ ଆକାଡେ଼ମୀରୁ ପରୀକ୍ଷା ଦେଇ ଫେରୁଛନ୍ତି ଓଏସଏସଟିଇଟି ପରୀକ୍ଷାର୍ଥୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୨ ଜୁଲାଇ, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନାଟ୍ୟଧାରା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ କଲଚରାଲ୍ ସୋସାଇଟିର ଶିଳ୍ପୀମାନେ ନାଟକ ପରିବେଷଣ କରୁଛନ୍ତି       କଟକ ବାଦାମବାଡ଼ି ପାଲାମଣ୍ଡପ…

ଓଡ଼ିଶା: ଆଜିର ଫଟୋ (୧୧ ଜୁଲାଇ, ୨୦୨୬)

ଦୋଳମୁଣ୍ଡାଇ ଚନ୍ଦନ ପଡ଼ିଆ ରଥଖଳାରେ ମେହେରା ପ୍ରସ୍ତୁତ କରୁଛନ୍ତି କାରିଗର   ମୁଣ୍ଡଳୀରେ ପ୍ରବାହିତ ହେଉଛି ବନ୍ୟାଜଳ   📲 Follow Dharitri – Odisha’s No.1…

ଓଡ଼ିଶା: ଆଜିର ଫଟୋ (୮ ଜୁଲାଇ, ୨୦୨୬)

କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର କନଫରେନ୍ସ ହଲ୍‌ରେ ଡିଜିପି ୱାଇ.ବି. ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସାଇବର ଆର୍ଥିକ ଠକେଇ ମାମଲା ପାଇଁ ‘ଇ-ଜିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri