ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୨)

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

 

ଭୁବନେଶ୍ୱର ମହାନଗର ନିଗମରେ ନବନିର୍ବାଚିତ ମେୟରଙ୍କ ସହିତ କର୍ପୋରେଟରଙ୍କ ଶପଥ ପାଠ, ମେୟରଙ୍କ ଦାୟିତ୍ୱ ଗ୍ରହଣ

 

ଭୁବନେଶ୍ୱର ମହାନଗର ନିଗମର ନବନିର୍ବାଚିତ ଡେପୁଟି ମେୟର ମଞ୍ଜୁଲତା କହଁରଙ୍କୁ ଫୁଲତୋଡ଼ା ଦେଇ କର୍ପୋରେଟରମାନେ ଶୁଭେଚ୍ଛା ଜଣାଉଛନ୍ତି

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ ଓମେନ୍ସ ହକି ପ୍ରୋ ଲିଗରେ ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ମ୍ୟାଚ: ନେଦରଲାଣ୍ଡସ ଶୁଟଆଉଟ ୩-୧ ରେ ବିଜୟୀ

 

କଟକ ସନସାଇନ ପଡିଆ ନିକଟରୁ ମା’ ମହେଶ୍ୱରୀଙ୍କ ଋକୁଣା ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଉନହଲସ୍ଥିତ ମାଉସୀ ମା’ ମନ୍ଦିରକୁ ନେଉଛନ୍ତି

 

କଟକ ବାରବାଟୀ ଷ୍ଟାଡିୟମରେ କଟକ ଜିଲା ଚେସ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ‘ଓଡିଶା ଚେସ ରାପିଡ଼ ଆଣ୍ଡ ବ୍ଲିଜ୍ ଚେସ ଚାମ୍ପିୟନଶିପ’ରେ ଭାଗ ନେଇଥିବା ପ୍ରତିଯୋଗୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri