ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୮, ୨୦୨୩ )

ଭୁବନେଶ୍ୱର ଜଗନ୍ନାଥ ନଗରରେ ପିଲାମାନେ ହୋଲିରେ ରଙ୍ଗ ଖେଳୁଛନ୍ତି

 

 

ହୋଲି ଅବସରରେ କଟକ ଅଲିଶା ବଜାର ଅଂଚଳରେ ପରସ୍ପରକୁ ରଙ୍ଗ ଲଗାଇ ଦେଉଥିବା ଯୁବତୀ ମାନେ

 

 

କଟକ ବାଳୁବଜାର ଅଂଚଳରେ ହୋଲିରେ ରଙ୍ଗ ପିଚିକାରୀ ଧରି ଖେଳୁ ଥିବା ଶିଶୁ

 

 

ଭୁବନେଶ୍ୱର ଝାରପଡା ଜେଲ୍ ରୋଡ ମଧୁର ମୟୀ ଆଦର୍ଶ ଶିକ୍ଷା ନିକେତନରରେ ଜେଲ୍ ଅନ୍ତେବାସୀଙ୍କ ପିଲାମାନେ ହୋଲି ଖେଳୁଛନ୍ତି

 

 

ହୋଲି ଅବସରରେ କଟକ ନୟାସଡ଼କ ଅଂଚଳରେ ରଙ୍ଗ ଖେଳି ଖୁସି ମନାଉଥିବା ଯୁବକମାନେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୪)

ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ...

ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୪ )

  ଭୁବନେଶ୍ୱର ରାମମନ୍ଦିର ପରିସରରେ ରାମ ନବମୀ ପାଳନ     ଭୁବନେଶ୍ୱରରେ ପ୍ରବଳ ଖରା ଓ ଗରମ     କଟକରେ ପୁରୀ ରଥ...

ଓଡ଼ିଶା: ଆଜିର ଫଟୋ ( ୧୬ ଏପ୍ରିଲ, ୨୦୨୪ )

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା       ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଭୁ ଶ୍ରୀରାମ      ...

ଓଡ଼ିଶା: ଆଜିର ଫଟୋ (୧୫ ଏପ୍ରିଲ, ୨୦୨୪)

ସୋମବାର ଭୁବନେଶ୍ୱରରେ ୪୧ .୮ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (୧୪ ଏପ୍ରିଲ, ୨୦୨୪)

ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୪ )

ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ     ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ...

ଓଡ଼ିଶା: ଆଜିର ଫଟୋ (୧ ୨ ଏପ୍ରିଲ, ୨୦୨୪)

୭୬ତମ ଭୁବନେଶ୍ୱର ପ୍ରତିଷ୍ଟା ଦିବସରେ ଭୁବନେଶ୍ଵରର କିଛି ଅଞ୍ଚଳର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ୧୦ ଏପ୍ରିଲ, ୨୦୨୪ )

ଭୁବନେଶ୍ୱରର ବିଜେବି କଲେଜରେ ଟ୍ରକରୁ ଇଭିଏମ୍ ଅନଲୋଡ୍ ହେଉଛି     କଟକ ଦରଘା ବଜାର ସ୍ଥିତ କଦମ-ଏ-ରସୁଲ ପବିତ୍ର ଇଦ୍ ପର୍ବ ପାଳନ ଉପଲକ୍ଷେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri