ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷିତ ଶିଶୁ ନାଟକ, ‘ବିପ୍ଲବୀ ବାଜିଆ’

 

 

ମହାନଦୀରେ ଜଣେ ଧୀବର ପରିବାରର କିଛି ସଦସ୍ୟ ମାଛ ଧରୁଛନ୍ତି

 

 

ସୂଚନା ଭବନରେ ଆଭେକ୍ସା ଟ୍ରଷ୍ଟର ୧୧ତମ ଉତ୍କର୍ଷ ସଂମାନ ଉତ୍ସବରେ ୨ଜଣ ନର୍ତ୍ତକୀ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି

 

 

କଟକ ସିଡିଏ ସେକଟର ୮ ସ୍ଥିତ ଡାକ୍ତର ଟୋଂପେ ରୋଡ ଦବି ଯାଇ ସୃଷ୍ଟି ହୋଇଥିବା ଗଭୀର ଗର୍ତ୍ତ

 

   ମହାନଦୀ ଗଡଗଡିଆ ଘାଟରୁ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ କାଉଡିଆ ଯିବା ପରେ ତଟ ପାର୍ଶ୍ୱରେ ପଡି ରହିଥିବା ଅଳିଆ ଆବର୍ଜନା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri