ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮, ୨୦୨୨)

ଭୁବନେଶ୍ୱର ୟୁନିଟ୍-୪ସ୍ଥିତ ମସଜିଦରେ ପବିତ୍ର ରମଜାନର ପ୍ରଥମ ଶୁକ୍ରବାର ନମାଜ୍ ପାଇଁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଛନ୍ତି

 

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ପକ୍ଷରୁ ଉନ୍ନତ ପ୍ରଣାଳୀରେ ମୃତ୍ତିକା ବିହୀନ କୃଷି ତାଲିମ କାର୍ଯ୍ୟକ୍ରମ

 

କଟକ କିଲ୍ଲାଖାଇସ୍ଥିତ ମସଜିଦରେ ପବିତ୍ର ରମଜାନ୍ ମାସର ପ୍ରଥମ ଶୁକ୍ରବାର ଅନୁଷ୍ଠିତ ସାମୁହିକ ନମାଜ୍ ପାଠ

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ହକି ମ୍ୟାଚ: ଭାରତ ୨-୧ ଗୋଲରେ ବିଜୟୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୮ ଜୁଲାଇ, ୨୦୨୬)

କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର କନଫରେନ୍ସ ହଲ୍‌ରେ ଡିଜିପି ୱାଇ.ବି. ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସାଇବର ଆର୍ଥିକ ଠକେଇ ମାମଲା ପାଇଁ ‘ଇ-ଜିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri