ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୩ )

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ଭୁବନେଶ୍ୱରର କଳାକାରଙ୍କ ପକ୍ଷରୁ ପରିବେଷିତ ନାଟକ, ‘ଅପେକ୍ଷାରେ ରାମଚନ୍ଦ୍ର’

 

 

ଭୁବନେଶ୍ୱର ମଦର ପବ୍ଲିକ୍ ସ୍କୁଲରେ NEET ଆଶାୟୀମାନେ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ, ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି

 

 

ରାଜଧାନୀରେ ପ୍ରବଳ ଖରାରେ ଶିଖର ଚଣ୍ଡୀ ମନ୍ଦିରରେ ଏକ ମାଙ୍କଡ ପାଣି ଟ୍ୟାପରୁ ପାଣି ପିଇ ତୃଷା ନିବାରଣ କରୁଛି

 

 

ଭୁବନେଶ୍ୱର ଉତ୍କଳ ମଣ୍ଡପରେ କଳାଞ୍ଜରୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ଦ୍ୱାରା ଲୋକ ମହୋତ୍ସବ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri