ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି

 

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

 

କଟକ ମେହେନ୍ଦିପୀରରେ ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜାରେ ପରସ୍ପରକୁ ସିନ୍ଦୂର ଲଗାଉଛନ୍ତି ବିହାରୀ ସମ୍ପ୍ରଦାୟ ମହିଳା

ଭୁବନେଶ୍ୱର ଏକାମ୍ର ହାଟରେ ଉତ୍କଳିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ପ୍ରଦର୍ଶନୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୫, ୨୦୨୧ )

ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରରେ ଉଠାଦୋକାନ ଉଚ୍ଛେଦ କରାଯାଉଛି ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ଥିବା ଔଷଧ ଦୋକାନ ଉଚ୍ଛେଦ କରାଯାଉଛି

ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଓ ସଉଦା କିଣି ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି କରୋନା କଟକଣା କୁ ନ ମାନି ୟୁନିଟ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୪ , ୨୦୨୦)

୭୪ତମ ସ୍ବାଧିନତା ଦିବସ ଅବସରରେ ବନ୍ଦେ ମାତରମ ଗ୍ରୁପ ପକ୍ଷରୁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   ଅଗଷ୍ଟ ୧୫...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୦)

ଗୁରୁବାର ବ୍ରହ୍ମପୁରରେ ସଟ ଡାଉନର ଦୃଶ୍ୟ କଟକ ର ରାଣୀହାଟ ତାଳଦଣ୍ଡା କେନାଲ ରୋଡ ପାଖରେ ବାଉଁଶ ଶିଳ୍ପୀମାନେ ବିଭିର୍ଣ୍ଣ ସାମଗ୍ରୀ ତିଆରି କରୁଛନ୍ତି ବ୍ରହ୍ମପୁର...

ଓଡ଼ିଶା: ଆଜିର ଫଟୋ ( ମେ ୨, ୨୦୨୧ )

କୃଷ୍ଣଚୁଡା ଗଛରେ ଫୁଲର ସମ୍ଭାର   କଟକରେ ସପ୍ତାହାନ୍ତ ଶଟଡାଉନର ଦୃଶ୍ୟ     ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ ଚେକିଂ କରୁଛନ୍ତି   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୧)

କଟକ ବୋଷ ଗ୍ରାଉଣ୍ଡ ରିଙ୍ଗବନ୍ଧ ନିକଟ ବସ୍ତିକୁ ସିଏମସି ପକ୍ଷରୁ ଉଛେଦ ପରେ ରାସ୍ତା କଡରେ ବସ୍ତି ବାସିନ୍ଦା

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୪, ୨୦୨୨)

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମକର ସଂକ୍ରାନ୍ତି ଅବସରରେ ପିଲାମାନେ ଗୁଡ଼ି ଉଡାଉଛନ୍ତି   ଭୁବନେଶ୍ୱର ୟୁନିଟ୍ ୩ରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ପୋଙ୍ଗଲ ପାଳନ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)

ଭୁବନେଶ୍ୱରରେ ପ୍ରବଳ ବର୍ଷା   କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ    ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ...

Advertisement


Archives

Model This Week