ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୬ )
କଟକରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଗଡ଼ଗଡ଼େଶ୍ୱର ମନ୍ଦିର ନିକଟସ୍ଥ ତ୍ରିନାଥ ମନ୍ଦିର ପରିସରରେ ମାଟି ହୁଙ୍କା ମୂଳେ ଅଣ୍ଡା ଓ କ୍ଷୀର ନୈବେଦ୍ୟ…
ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୬ )
କଟକ ବାଲିଯାତ୍ରା ତଳ ପଡ଼ିଆରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ ସ୍କୁଲ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )
କଟକରେ ମା’ ଶ୍ୟାମାକାଳୀଙ୍କ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଛନ୍ତି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…
ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର, ୨୦୨୬ )
କଟକ ବାଲିଯାତ୍ରା ତଳ ପଡ଼ିଆକୁ ଆସିଥିବା ଦୋଳିଗୁଡ଼ିକର ପ୍ରସ୍ତୁତି କାର୍ଯ୍ୟ ଚାଲିଛି କମଳା ନେହରୁ ମହିଳା ମହାବିଦ୍ୟାଳୟରେ ନେହରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ…
ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ୍ ସ୍ୱାନ୍ ଲେକ୍ ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ନୃତ୍ୟ ଉତ୍ସବ
ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ
ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ପ୍ରଭାବ ବୃଦ୍ଧିକୁ ବିରୋଧ କରି ଭାଇସ ଚାନ୍ସେଲର ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର
କଟକସ୍ଥିତ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଝୁଲଣଯାତ୍ରା

ରାଜ୍ୟରେ ବଢୁଥିବା ଛାତ୍ରୀଛାତ୍ର ଏବଂ ନାରୀ ନିର୍ଯ୍ୟାତନା, ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ରହ୍ମପୁର ସହରରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଲି ସହ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ
