ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୬, ୨୦୨୨)

ଏଫଆଇଏଚ ପ୍ରୋ ଲିଗ ପାଇଁ ଭୁବନେଶ୍ୱର ପହଞ୍ଚିଛି ନେଦରଲାଣ୍ଡସ ମହିଳା ହକି ଟିମ


ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଵୀରବିକ୍ରମ ଯାଦବ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି

କଟକ ତୁଳସୀପୁରସ୍ଥିତ ଓଡ଼ିଶା ପୋଲିସ ହାଇସ୍କୁଲରେ ଅନୁଷ୍ଠିତ କଟକ ଜିଲା ସ୍କାଉଟ ଓ ଗାଇଡ଼ ଜାତୀୟ ସଂହିତି ଶିବିର ଏବଂ ଜିଲାସ୍ତରୀୟ କ୍ୟାମ୍ପ ଉଦଯାପନୀ ସମାରୋହରେ ସିଏମସି କମିଶନର ଅନନ୍ୟା ଦାସ ବକ୍ତବ୍ୟ ପ୍ରଦାନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୦, ୨୦୨୨)

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଗୁଞ୍ଜନ ଡାନ୍ସ ଆକାଡ଼େମୀ ପକ୍ଷରୁ ଅୟୋଜିତ ପଲ୍ଲବୀ ସନ୍ଧ୍ୟାରେ ପରିବେଷିତ ଓଡ଼ିଶୀ ନୃତ୍ୟ ଓଡ଼ିଶା ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)

ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ରାଜଧାନୀରେ ପ୍ରବଳ ଖରା, ପିଏମ୍‌ଜି ରୋଡ୍‌ରେ ମରିଚିକାର ଦୃଶ୍ୟ   ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ...

ଓଡ଼ିଶା: ଆଜିର ଫଟୋ (ଜୁନ ୨୪, ୨୦୨୧)

କଟକର ବିଡାନାସୀ କ୍ରେମେଟୋରିୟମ୍ ନିକଟରେ ବିଦ୍ୟୁତ୍ ପୋଲ ଏବଂ ଟ୍ରାନ୍ସଫର୍ମର, ଲଟା ଦ୍ୱାରା ଆଚ୍ଛାଦିତ ହୋଇଛି କଟକସ୍ଥିତ ସିଡିଏ ସେକଟର ୧୩ -ନୁଆପାଟନାକୁ ସଂଯୋଗ କରୁଥିବା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୬, ୨୦୨୧)

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ   ରାଜ୍ୟର ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୭, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଚାଲିଥିବା ଡ୍ରାମା ଫେଷ୍ଟିଭାଲ ୨୦୨୨   ଭୁବନେଶ୍ୱରର ଏକ ବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କର ଟୀକାକରଣ    କଟକ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୦)

କଟକ ସଚ୍ଚିଦାନନ୍ଦ ମଠରେ ନାଗ ଚତୁର୍ଥୀ ପାଇଁ ମହିଳାଙ୍କ ପୂଜାର୍ଚ୍ଚନା ଭୁବନେଶ୍ୱର ନିକୋ ପାର୍କ ରାସ୍ତା ପାର୍ଶ୍ୱ କାନ୍ଥରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ ରାଜଧାନୀରେ ଘନ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୦, ୨୦୨୦)

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଗ୍ନିଶମ କର୍ମଚାରୀ ବିଶୋଧକ ସିଞ୍ଚନ କରୁଛନ୍ତି   ଶ୍ରୀଜୀଉଙ୍କ ଲାଗି ଓଡ଼ିଆ ମଠରୁ ଯାଉଛି ଫୁଲୁରି ତେଲ   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୨)

ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା  ଆରମ୍ଭ ଭୁବନେଶ୍ୱରର ଫୁଟପାଥରେ ତାଳସଜ ବିକ୍ରି ଚାଲିଛି କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା...

Advertisement
Archives

Model This Week