ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୫, ୨୦୨୩ )

କଟକ ଚୌଧୁରୀ ବଜାର ଚୂନଭାଟି ଲେନରେ ଦୁର୍ଗାପୂଜା ପାଇଁ ଜରି ମେଢ଼ ପ୍ରସ୍ତୁତ କରୁଛନ୍ତି କାରିଗର

 

ଓଡ଼ିଶା ହାଇକୋର୍ଟ ସମ୍ମୁଖ ରାସ୍ତା ପାର୍ଶ୍ୱକୁ ନୋ ପାର୍କିଙ୍ଗ ଜୋନ ରୂପେ ସୂଚିତ କରାଯାଇଥିବା ବେଳେ ରାସ୍ତାକୁ ଅବରୋଧ କରି ବାଇକ ଗୁଡିକ ରହିଛି

 

ଠିକା ଓ ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ ଦାବିରେ ସିଆଇଟିୟୁ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 

ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ରାଣନାଥ ନଗରରେ ଥିବା ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ହଳଦୀରୁ ପ୍ରସ୍ତୁତ ହୋଇଥିବା ୱାର୍ଲଡ କପ ସୂକ୍ଷ୍ମାକୃତିକୁ ପଦର୍ଶନ କରୁଛନ୍ତି ଜଟଣୀର ମିନେଚର ଆର୍ଟିଷ୍ଟ ଏଲ ଈଶ୍ଵର ରାଓ

 

ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଦୁର୍ଗାପୂଜା ପାଇଁ ଅନୁଷ୍ଠିତ ବୈଠକ

 

ଭୁବନେଶ୍ୱରସ୍ଥିତ ଭଗବତୀ ଭବନରେ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଅନୁଷ୍ଠିତ

 

ଭୁବନେଶ୍ୱରସ୍ଥିତ ୟୁନିଟ ୮ ଡ଼ିଏଭି ସ୍କୁଲ ନିକଟରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

 

ବିପିୟୁଟି ଟେକ କାର୍ନିଭାଲ-୨୦୨୩ ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅଭିଭାଷଣ ରଖୁଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?