ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୧ )

କଟକ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ଫଟୋ ପ୍ରଦର୍ଶନୀ

 

କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ

 

ରାଜଧାନୀରେ ପ୍ରବଳ ଖରା ତୃଷାରୁ ରକ୍ଷାପାଇବା ପାଇଁ ବିଜୁ ପଟ୍ଟନାୟକ ପାର୍କରେ ଜଣେ ଯୁବକ ପାଣି ପିଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଡ଼ିସେମ୍ବର ୩୧, ୨୦୨୧ )

୨୦୨୧ର ଶେଷ ସୂର୍ଯ୍ୟାସ୍ତ   ଭୁବନେଶ୍ୱର ବିଏମସି ନିର୍ଦ୍ଦେଶକୁ ପାଳନକରି ଭକ୍ତମାନେ ମନ୍ଦିର ବାହାରେ ଥାଇ ପ୍ରାର୍ଥନା ଓ ଦର୍ଶନ କରୁଛନ୍ତି   ଭୁବନେଶ୍ୱର ୟୁନିଟ୍-୨...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୨)

ଆଗକୁ କାର୍ତ୍ତିକ ପୁର୍ଣିମା ବିନ୍ଦୁସାଗର ନାଲାମୁହଁ ସାହିରେ ଜଣେ କାରିଗର ଷୋଲରେ ଡଙ୍ଗା ତିଆରି କରୁଛନ୍ତି ହଂସପାଳ କେନାଲ ରୋଡ ରେ ବେଆଇନି ପାଚେରୀକୁ ବିଡିଏ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୯, ୨୦୨୨ )

ରାଜ୍ୟ ସଂଗ୍ରହାଳୟର ୯୦ତମ ପ୍ରତିଷ୍ଠା ଦିବସ ପାଳନ     ଭୁବନେଶ୍ୱର ପିଏମଜି ସ୍କୋୟାରରେ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଓଡିଶା କୋଭିଡ-୧୯ ପାରାମେଡିକାଲ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୮, ୨୦୨୩ )

କଟକ କଳାକାର ସଂଗଠନ ନେତାଜୀ ସେତୁ ନିକଟ ଗାନ୍ଧୀ ସ୍ମାରକୀ ପାର୍କରେ ହକି ବିଶ୍ୱକପ ଉପରେ କଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି ହକି ବିଶ୍ୱକପ ପୂର୍ବରୁ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୫, ୨୦୨୧)

ରାଜମହଲ ଛକ ରେ ବହୁତ ଗାଡି ମଟର ସହ ଜନ ଗହଳି ଲାଗିରହିଛି କରୋନା ମହାମାରୀ କୁ ନେଇ ବନ୍ଦ ଥିବା ସିଲଭର ସିଟି ବୋଟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୫, ୨୦୨୨)

ଓଡିଶା ସରକାରଙ୍କ କ୍ୟାବିନେଟ ପୂର୍ଣ୍ଣନିର୍ମାଣର କିଛି ଘଣ୍ଟା ପରେ ଭୁବନେଶ୍ୱରର ଲୋକ ସେବା ଭବନ ବାହାରେ ବିଜେଡି ନେତାମାନେ ଏକାଠି ହୋଇଛନ୍ତି ବିଶ୍ୱ ପରିବେଶ ଦିବସରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧, ୨୦୨୧)

ରାଜଧାନୀରେ ପ୍ରବଳ ଖରା ହେତୁ ଶୋଷ ମେଣ୍ଟାଇବା ପାଇଁ ପକ୍ଷୀମାନେ ରାମମନ୍ଦିର ସମୁଖରେ ଥିବା ପାଣିକୁ ପିଉଛନ୍ତି ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ରାଜଧାନୀରେ...

Advertisement
Archives

Model This Week