ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୫, ୨୦୨୩ )

କଟକ ଏସସିବି ମେଡିକାଲର ଉନ୍ନୟନ ମୁଳକ କାର୍ଯ୍ୟ ଚାଲିଥିବା ବେଳେ ମାଟି ଖୋଳାଯାଇ ମହାନଦୀ ତଟ ଠାରେ ପାହାଡ ଉଞ୍ଚାର ଗଦା କରାଯାଉଛି

 

 

ପିଏମଜିରେ ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ଓଡିଶା ରାଜ୍ୟ କମିଟିର ଧାରଣା

 

 

ସହରର ସୌନ୍ଦର୍ଯ୍ୟ କରଣ ପାଇଁ ଯୋବ୍ରା ରିଂ ରୋଡ ଫୂଟପାଥ ଉପରେ ବିଛା ଯାଇଥିବା ଟାଇଲ ଗୁଡିକ ଉଠି ଯିବା ସହ ପାର୍ଶ୍ୱରେ ଉଠିଥିବା ଗୁଳ୍ମ

 

 

କଟକ ଖାଁନନଗର ମଳଚଣ୍ଡିଆ ଛକ ରିଂ ରୋଡ ରାସ୍ତାର ସମ୍ପ୍ରସାରଣ ପାଇଁ କାଠଯୋଡ଼ି ନଦୀ ଗର୍ଭରେ ବାଲି ପକାଇ ପୋତା ଚାଲିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri