ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୪, ୨୦୨୧)

ବାତ୍ୟା ପ୍ରଭାବରେ ଭୁବନେଶ୍ୱରରେ ବର୍ଷା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ୟୁନାଇଟେଡ଼ ଷ୍ଟେଟ୍ସ ଓ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ୟୁନାଇଟେଡ଼ ଷ୍ଟେଟ୍ସ ୩-୦ ଗୋଲରେ ବିଜୟୀ

 

  ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ କାନାଡ଼ା ଓ ଚିଲି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ : କାନାଡ଼ା ୨-୧ ଗୋଲରେ ବିଜୟୀ

 

 ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ପାକିସ୍ତାନ ଓ ପୋଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ : ପାକିସ୍ତାନ ୫-୦ ଗୋଲରେ ବିଜୟୀ

 

ବାତ୍ୟା ଜନିତ ବର୍ଷାରେ କଟକ ସହର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ ବର୍ଷା ଉତ୍ସବ ଆୟୋଜିତ     ପୁରୀ ବଡ଼ଦାଣ୍ଡରେ ଖୋଲିଥିବା ରାକ୍ଷୀ ଷ୍ଟଲ୍‌ରେ ଝିଅମାନେ ରାକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri