ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩, ୨୦୨୩ )

ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ପାଇଁ ପ୍ରଶାସନ ଦେଇଥିବା ଅବଧିକୁ ତଦାରଖ ପାଇଁ ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରି ସରକାରଙ୍କୁ ଦୁଇମାସ ସମୟ ଦେଇ ଆସନ୍ତା ଜାନୁଆରୀ ୩ ତାରିଖ ସୁଦ୍ଧା ଖୋଲିବା ପାଇଁ ଅବଧି ଦେଇଛନ୍ତି

 

 

ଭୁବନେଶ୍ୱର ଓଡିଶା ଲୋକ ସେବା ଭବନର ମୁଖ୍ୟ ଭବନରେ ନିଆଁ

 

 

ଡେଲାଙ୍ଗରେ ହୋଇଥିବା ନାବାଳିକା ଅପହରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଅବହେଳାର ପ୍ରତିବାଦରେ ବିଶ୍ଵ ମାନବ ସୁରକ୍ଷା ଅଧିକାର ମଞ୍ଚ ପକ୍ଷରୁ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି

 

 

 

ମାସକୁ ୨୬ ହଜାର ବେତନ, ଶ୍ରମିକ ମାନ୍ୟତା ୫ ଦଫା ଦାବିରେ ଅଙ୍ଗନବାଡି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ପିଏମଜିରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri