ଓଡ଼ିଶା: ଆଜିର ଫଟୋ ( ମେ ୩, ୨୦୨୩ )

୫ ଟି ହାଇସ୍କୁଲର ରୂପାନ୍ତରଣ ଅବ୍ୟବହିତ ପୂର୍ବରୁ କଟକ ରାଜାବଗିଚା ସରକାରୀ ଉଚ୍ଚ ବିଦ୍ୟାଳୟର କାନ୍ଥରେ ଜଣେ ଚିତ୍ରକାର ଚିତ୍ର କରୁଛନ୍ତି

 

 

ନୟାଗଡ ଓଡଗାଁ ଅଂଚଳରୁ ଆସିଥିବା କାରିଗରମାନେ କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଛନ୍ତି

 

 

ପୂର୍ବରୁ ଏବଂ ବର୍ତ୍ତମାନ: କଟକ ଛତ୍ର ବଜାର ଅଞ୍ଚଳର ତାଳଦଣ୍ଡା କେନାଲର ରୂପ

 

 

 

ପ୍ରବଳ ବର୍ଷାରେ ଭୁବନେଶ୍ୱର ବମିଖାଲ-ରସୁଲଗଡ ରାସ୍ତା ଜଳମଗ୍ନ

 

 

 

ବର୍ଷା ଫଳରେ କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ଜାତୀୟ ଆଦିବାସୀ ମେଳା ଖାଁ ଖାଁ ଅନୁଭୂତ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri