ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩, ୨୦୨୧)

କଟକ ଡଗରପଡ଼ା ଅଞ୍ଚଳରେ ଭୋର ୫:୩୦ମିନିଟ ସମୟରେ ଘନ କୁହୁଡି

କଟକ ନୂଆପଡାରେ ଘଞ୍ଚ ଦଳ ମଧ୍ୟରେ ବସିଛନ୍ତି ପକ୍ଷୀ

କଟକ ତଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ସିଏମସି ପକ୍ଷରୁ ମନ୍ଦିର ଉଛେଦ

 

ଓଡିଶା ମହିଳା ପୁଟବଲ ଲିଗର ଆକର୍ଷଣୀୟ ମ୍ୟାଚ

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପୁର୍ବାରଙ୍ଗ କଳାକାରଙ୍କ ଦ୍ୱାରା କମଳା ଦେବୀ ନାଟକ ପରିବେଷିତ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

  ଭୁବନେଶ୍ୱରର ମେଘାଛନ୍ନ ଆକାଶ      ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ   କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫, ୨୦୨୧)

କଟକର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି   କଟକରେ ଦୀପାବଳି ପାଳନ   ଭୁବନେଶ୍ୱରର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା କଟକ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୦୨, ୨୦୨୨)

ଭୁବନେଶ୍ୱର ସ୍ୱସ୍ତି ପ୍ରମିୟମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ ୨୦୨୨   କଟକ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ପକ୍ଷ୍ୟରୁ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬ , ୨୦୨୦ )

ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବା ପରେ ଶ୍ରୀମନ୍ଦିରକୁ ଯାଉଛନ୍ତି ପୁରୀ ବାସିନ୍ଦା ଦୀର୍ଘ ୯ମାସ ଧରି ଥିବା କଟକଣା ହଟାଯିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନାର୍ଥେ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୪, ୨୦୨୧)

କଟକ ମିଶନ ରୋଡ଼ ବାପଟିଷ୍ଟ ଚର୍ଚ୍ଚକୁ ରଙ୍ଗ ଦିଆଯାଉଛି   ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

ଆଜିର ଫଟୋ (ଜୁନ୍ ୪, ୨୦୨୦)

ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ  ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ...

Advertisement
Archives

Model This Week