ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୧, ୨୦୨୨ )

 ବକୁଲ ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛ ଗଣେଶଙ୍କୁ ପୂଜା

ଖବରକାଗଜ ବିତରକ ସଂଘ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଗଜାନନଙ୍କ ପୂଜା

 

ଭୁବନେଶ୍ୱର ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ଗଣେଶ ପୂଜା

 

ଭୁବନେଶ୍ୱର ୟୁନିଟ-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଣେଶ ପୂଜା

 

ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ହାଇସ୍କୁଲ ପରିସରରେ ଗଣେଶ ପୂଜା

ଭୁବନେଶ୍ୱର ୟୁନିଟ-୮ ଖବରକାଗଜ ବିତରକ ଆଶୋସିଏସନ ପକ୍ଷରୁ ଗଣେଶ ପୂଜା

ଭୁବନେଶ୍ୱର ରସଲଗଡ଼ ହାଟରେ ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା

ଭୁବନେଶ୍ୱର ସହିଦନଗରରେ ସହିଦ କ୍ଲବ ପକ୍ଷରୁ ଗଣେଶ ପୂଜା

 

ଭୁବନେଶ୍ୱର ସହିଦନଗରରେ ଉଇନର ଆଶୋସିଏସନ ପକ୍ଷରୁ ଗଣେଶ ପୂଜା

 

ଭୁବନେଶ୍ୱର ସ୍ଥିତ ଧରିତ୍ରୀ କାର୍ଯ୍ୟାଳୟ ପରିସରରେ ଅଗ୍ରପୂଜ୍ୟଙ୍କ ପୂଜା

 

ସ୍ୱାୟତ୍ତଶାସନ ଦିବସ ଅବସରରେ ସିଏମସି ପକ୍ଷରୁ କଟକ ସିଡିଏ ସେକ୍ଟର-୯ରେ କେନ୍ଦ୍ରୀୟ ଚାରା ବିକ୍ରୟ କେନ୍ଦ୍ର ଓ ଉଦ୍ୟାନକୁ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଉଦଘାଟନ କରୁଛନ୍ତି

 

କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା

କଟକ ମହାନଦୀବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା

 

କଟକ ବାରବାଟୀ ଷ୍ଟାଡିଅମ ରୋଡ଼ରେ ପଞ୍ଚାୟତ କ୍ଲବ ପକ୍ଷରୁ ଗଣେଶ ପୂଜା

କଟକ ପୋତାପୋଖରୀ ସଂଗ୍ରାମ କ୍ଲବ ପକ୍ଷରୁ କର୍ପୂରରେ ନିର୍ମିତ ଗଣେଶ ପ୍ରତିମା

କଟକ ଯୋବ୍ରା ୟୁନିକ କ୍ଲବ ପକ୍ଷରୁ ଚେସ ବୋର୍ଡ ଆକୃତିରେ ନିର୍ମିତ ଗଣେଶ

କଟକ ଯୋବ୍ରା ଜୟ ହନୁମାନ କ୍ଲବ ପକ୍ଷରୁ ମୁଦ୍ରା ଓ ଟଙ୍କାରେ ଖଚିତ ଗଣେଶ ପ୍ରତିମା

 

କଟକ ଷ୍ଟେସନ ବଜ଼ାର ଲକ୍ଷ୍ମୀ କ୍ଳବ ପକ୍ଷରୁ ସୋଲରେ ନିର୍ମିତ ଗଣେଶ

କଟକ ଯୋବ୍ରା ତ୍ରିରଙ୍ଗା କ୍ଲବ ପକ୍ଷରୁ ଗଣେଶ ପୂଜା

କଟକ ମଙ୍ଗଳାବାଗ ଇଗଲ କ୍ଲବ ପକ୍ଷରୁ ଗଣେଶ ପୂଜା

 

କଟକ ମଙ୍ଗଳାବାଗ ଇଣ୍ଟରନାଶନାଲ କ୍ଲବ ପକ୍ଷରୁ ଗଣେଶ ପୂଜା

କଟକ ମଙ୍ଗଳାବାଗ ବୁଢ଼ୀ ମଙ୍ଗଳା କ୍ଲବ ପକ୍ଷରୁ ଗଣେଶ ପୂଜା

କଟକ ଝାଞ୍ଜିରୀ ମଙ୍ଗଳା ତ୍ରିନାଥ ବଜ଼ାର ପୂଜା କମିଟି ପକ୍ଷରୁ ଗଣେଶ ପୂଜା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri