ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୦, ୨୦୨୨)

କଟକ କୁମ୍ଭାର ସାହିରୁ ଶ୍ରୀଗଣେଶଙ୍କ ପ୍ରତିମାକୁ ପୂଜାସ୍ଥଳୀକୁ ନେଉଛନ୍ତି ଯୁବକ

 

କଟକରେ ଗଣେଶ ପୂଜା ପାଇଁ ରାଣୀହାଟ ସ୍ଥିତ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବିକ୍ରୟ ଲାଗି ସଜ୍ଜିତ ହୋଇ ରହିଛି ଲଡ଼ୁ

ଗଣେଶ ପୂଜା ପାଇଁ କଟକ ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଥିବା ବିଭିନ୍ନ କ୍ଲବ ପକ୍ଷରୁ ନିର୍ମାଣ ହେଉଛି ଆକର୍ଷଣୀୟ ତୋରଣ

 

ଗଣେଶ ପୂଜା ଅବସରରେ ଖୋର୍ଦ୍ଧା ଶିଳ୍ପୀ ଏଲ. ଇଶ୍ୱର ରାଓ ପ୍ରସ୍ତୁତ କରିଛନ୍ତି କ୍ଷୁଦ୍ରାକୃତି ମଞ୍ଚାସିନ ଗଣେଶ ମୂର୍ତ୍ତି

 

ଭୁବନେଶ୍ୱର ସ୍ଥିତ ସୂଚନା ଭବନ ସମ୍ମୁଖରେ ପ୍ରେରଣା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ପଡ଼ିରହିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୨)

ବାଦାମବାଡ଼ି ବସ ଷ୍ଟାଣ୍ଡ ପରିସର ରେ ଥିବା ଓଏସଆରଟିସି ଗ୍ୟାରେଜ୍ କଟକ ସିଡିଏ ରାସ୍ତା ର ଦୁରବସ୍ଥା ହଂସପାଳ ଛକରୁ କୁଆଖାଇ ରୋଡ କଡରେ ଥିବା...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧, ୨୦୨୧)

ଭୁବନେଶ୍ୱର ର ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା କଟକ କଣିକା ଛକ ନିକଟରେ ସନ ହସ୍ପିଟାଲରେ ଭୟାବହ  ଅଗ୍ନିକାଣ୍ଡ ର ଦୃଶ୍ୟ ଏକ  ଇଲେକ୍ଟ୍ରୋନିକ  ଦୋକାନ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୮, ୨୦୨୧)

କଟକ କୁମ୍ଭାରସାହିରେ ଗଣେଶ ମୂର୍ତ୍ତି ତିଆରିରେ ବ୍ୟସ୍ତ ଶିଳ୍ପୀ     କଟକ ଚୌଧୁରୀ ବଜ଼ାରରେ ବ୍ୟବସାୟୀଙ୍କଠାରୁ ରାଖୀ କିଣୁଛନ୍ତି ଖୁଚୁରା ଦୋକାନୀ

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ , ୨୦୨୨)

‘ସ୍କାଉଟ୍ସ ଏବଂ ଗାଇଡ୍’ ଛାତ୍ରୀ ଛାତ୍ରମାନେ ତୁଳସିପୁରସ୍ଥିତ ଓଡିଶା ପୋଲିସ୍ ହାଇସ୍କୁଲ୍ ଠାରେ ଆୟୋଜିତ  ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮, ୨୦୨୨)

ଭୁବନେଶ୍ୱର ୟୁନିଟ୍-୪ସ୍ଥିତ ମସଜିଦରେ ପବିତ୍ର ରମଜାନର ପ୍ରଥମ ଶୁକ୍ରବାର ନମାଜ୍ ପାଇଁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଛନ୍ତି   କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୬, ୨୦୨୧)

ଭୁବନେଶ୍ୱରରେ ଭାରତ ବନ୍ଦ ସମୟର ଦୃଶ୍ୟ   ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପଥର ଘୋଡା ଉପରେ ଜଣେ ଯୁବକ ବସିଥିବା ସମୟରେ ପୋଲିସ ତାଙ୍କୁ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

  ଭୁବନେଶ୍ୱରର ମେଘାଛନ୍ନ ଆକାଶ      ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ   କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ...

ଓଡ଼ିଶା: ଆଜିର ଫଟୋ (ଜୁନ ୭, ୨୦୨୧)

ଆଗକୁ ସାବିତ୍ରୀ ବ୍ରତ ଉପଲକ୍ଷେ ୟୁନିଟ-୧ ହାଟ ରୋଡ ରେ ଲୋକମାନେ ଫଳ କିଣୁଛନ୍ତି ଆଗକୁ ସାବିତ୍ରୀ ବ୍ରତ ୟୁନିଟ-୧ ହାଟ ରୋଡ ରେ ଜଣେ...

Advertisement
Archives

Model This Week