ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶୁକ୍ରବାର ଦିନ ନୃତ୍ୟ ଉପାସନା ପୀଠର ୧୧ତମ ବାର୍ଷିକ ଦିବସ ପାଳନ

 

ଶ୍ରୀକ୍ଷେତ୍ର ପୁରୀ ଆକାଶରେ ସୂର୍ଯ୍ୟ ମଣ୍ଡଳର ଦୃଶ୍ୟ

 

ଭୁବନେଶ୍ୱର ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ମାଟି ଅନୁକୂଳ ପୂଜା ପାଇଁ ବାଜା ବଜାଇ ବାହାରୁଛନ୍ତି

 

ଭୁବନେଶ୍ୱର ସୂଚନା ଭବନରେ ଦିବ୍ୟ ଦିଗନ୍ତ ପକ୍ଷରୁ ବିରଳ ଔଷଧୀୟ ଉଦ୍ଭିଦ ପ୍ରଦର୍ଶନୀ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୦, ୨୦୨୦ )

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ   ଭୁବନେଶ୍ୱରରେ ଜାଳ ସଂଗ୍ରହ କରି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)

କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ   ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୭, ୨୦୨୦)

ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ “ମୃତ୍ତିକା ୨୦୨୦” ଟେରାକୋଟା ପ୍ରଦର୍ଶନୀ କଟକ ରିଙ୍ଗବନ୍ଧ ରାସ୍ତାରେ ବିକ୍ରି ପାଇଁ ରଖାଯାଇଛି କଣ୍ଢେଇ କଟକରେ ଶ୍ୟାମା କାଳୀ ମୂର୍ତ୍ତି ଗଢୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୩, ୨୦୨୦)

ପୁରୀ ରଥଯାତ୍ରା: ପାଣିରେ ତିନି ରଥର ପ୍ରତିଛବି ପୁରୀ ରଥଯାତ୍ରା: ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ପୁରୀ ରଥଯାତ୍ରା: ସୁଦର୍ଶନଙ୍କ ପହଣ୍ଡି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ-୯ ଏକାମ୍ର ସତ୍ୟସେବା ଆଶ୍ରମ ବୈକୁଣ୍ଠ ସରଣୀରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଭୁବନେଶ୍ୱର ରାମ ମନ୍ଦିର ବାହାରେ ଶ୍ରଦ୍ଧାଳୁ   ଭୁବନେଶ୍ୱର ଇସ୍କନ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୬, ୨୦୨୨)

ପିପିଲି ବାଇପାସ୍ ନିକଟରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ଜାଳେଣି କାଠ ନେଇଯାଉଛନ୍ତି ଜୁମ୍ବା ନୃତ୍ୟ ଗୋଷ୍ଠୀର ସଦସ୍ୟମାନେ ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରେ ରଜ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୨)

ଦୁଇ ବର୍ଷ ପରେ ରାମନବମୀ କୋଭିଡ ପ୍ରତିବନ୍ଧକ ଛାଡ କରିବା ପରେ ଭକ୍ତମାନେ ଦର୍ଶନ କରିବାପାଇଁ ଧାଡି ବାନ୍ଧି ଛିଡା ହୋଇଛନ୍ତି ପ୍ରଭୁ ହନୁମାନ ପରି...

Advertisement
Archives

Model This Week