ଓଡ଼ିଶା: ଆଜିର ଫଟୋ ( ମେ ୨୯, ୨୦୨୧)

କଟକ ନରାଜରେ ମାଛ ଧରୁଛନ୍ତି ଧୀବର

 

କଟକ ବ୍ରଜବିହାରିପୁର କଂକ୍ରିଟ ରାସ୍ତା ମଝିରେ ପୋତା ଯାଇଥିବା ଖୁଣ୍ଟରେ ବସିଛି ଚଢ଼େଇ

 

କଟକ ପୁରୀଘାଟ କାଠଯୋଡ଼ି ନଦୀ ବାଲୁକାଶଯ୍ୟାରେ ପିଲାମାନେ କ୍ରିକେଟ ଖେଳୁଛନ୍ତି

 

ପୁରୁଣା ଭୁବନେଶ୍ୱରରେ ସାନିଟାଇଜ କରୁଛନ୍ତି କର୍ତ୍ତୃପକ୍ଷ

 

ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଶଟଡାଉନ ଲାଗି ଯାଞ୍ଚ କରୁଛନ୍ତି ପୋଲିସ

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri