ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାର: ଭୁବନେଶ୍ୱର ୟୁନିଟ-୩ରେ ମହିଳାମାନେ ମା’ ମଙ୍ଗଳାଙ୍କୁ ପଣା ଭୋଗ ଦେଇ ପୂଜାର୍ଚ୍ଚନା କରୁଛନ୍ତି

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି
ଆଙ୍କୁଶପୁରର ୨୧ଦିନିଆ ଦଣ୍ଡୁଆ ଦଳ ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ଗ୍ରାମର ବଡ଼ସାହିରେ ଧୁଳିଦଣ୍ଡ ଭାଙ୍ଗିବାକୁ ଯାଉଛନ୍ତି

