ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୨)

କଟକ ରାଣୀହାଟ କେନାଲ ରୋଡ଼ରେ ଟ୍ରଲି-ରିକ୍ସାରେ ପରିବହନ ହେଉଥିବା ମାଲ ପେଟି ଉପରେ ବସି ଯାଉଛନ୍ତି ବାଳକ

କଟକ ଜଗତପୁର ମହାନଦୀ ଆନିକଟ ନିକଟରେ ଭାସି ଆସିଥିବା ମୃତ ହାତୀକୁ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ କ୍ରେନ ଯୋଗେ କୂଳକୁ ଅଣାଯାଉଛି

କଟକ ସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ନାରାୟଣୀ ବେଶ

କଟକ ସ୍ଥିତ ମା’ ଝାଞ୍ଜିରୀ ମଙ୍ଗଳାଙ୍କ ଗାୟତ୍ରୀ ବେଶ

କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ ଅନ୍ନପୂର୍ଣ୍ଣା ବେଶ

କଟକ ପିଠାପୁର ସ୍ଥିତ ମା’ ଧାକୁଲେଇଙ୍କ ଉଗ୍ରତାରା ବେଶ

 

କଟକ ବାଦାମବାଡ଼ି ପୂଜା କମିଟି ପକ୍ଷରୁ ମୁଖ୍ୟ ରାସ୍ତାରେ ନିର୍ମାଣାଧୀନ ତୋରଣ

କଟକ ବାଙ୍କା ବଜାର ଚୁନଭାଟି ଲେନ ଅଞ୍ଚଳରେ ଜରି ମେଢ଼ ପ୍ରସ୍ତୁତ କରୁଛନ୍ତି କାରିଗର

 

‘ଇଣ୍ଟରନାଶନାଲ ଡେ ଅଫ ସାଇଣ୍ଟିଫିକ କଲଚର’ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ ପ୍ରତିଷ୍ଠାନ ପରିସରରେ ପାଳିତ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବିରୋଧ କରି ‘ଅଲ ଓଡିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ୱାର୍କର ଆଶୋସିଏସନ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri