ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୮, ୨୦୨୩ )

କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ବାସନ୍ତୀ ଦୁର୍ଗା

ଉଦଘାଟନ ଅପେକ୍ଷାରେ କଟକ ରାଣୀହାଟ ହିନ୍ଦ ସିନେମା ଛକ ସ୍ଥିତ ଘଣ୍ଟା ଟାୱାର

କଟକ ଯୋବ୍ରା ତାଳଦଣ୍ଡା କେନାଲ ପାର୍ଶ୍ୱସ୍ଥ ଚିତ୍ତ ବିନୋଦନ ପାର୍କ

କଟକ ବାଦାମବାଡ଼ି ଜନଗହଳି ରାସ୍ତା ପାର୍ଶ୍ୱରେ ଅସୁରକ୍ଷିତ ଭାବେ ଥିବା ହୋର୍ଡ଼ିଙ୍ଗ

 

କଟକ ମାଲଗୋଦାମ ତାଳଦଣ୍ଡା କେନାଲ ପାର୍ଶ୍ୱରେ ସିଏମସି ପକ୍ଷରୁ ନିର୍ମିତ ସ୍ମାର୍ଟ ପରିବା ହାଟ

କଟକ ମାଣିକ ଘୋଷ ବଜାର ସ୍ଥିତ ମାରୱାଡି କ୍ଲବ ପରିସରରେ ଭଗବତୀ ଜାଗରଣ ପୂଜା ଅନୁଷ୍ଠିତ

 

୨୦୧୮ ମସିହା ବର୍ଦ୍ଧିତ ବକେୟା ଦରମା ତୁରନ୍ତ ଲାଗୁ କରିବା ସହିତ ଅନ୍ୟାନ୍ୟ ୭ଦଫା ଦାବିରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ

 

 ଓଡିଶା ସମବାୟ ଗୃହନିର୍ମାଣ ନିଗମ ନିର୍ବାଚନରେ ନବନିର୍ବାଚିତ ଉପସଭାପତି ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ନିଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି

 

 

ସ୍ଥାୟୀ ନିଯୁକ୍ତି ତଥା ଅନ୍ୟାନ୍ୟ ୧୦ଦଫା ଦାବିରେ ଓଡିଶା ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀ ସଂଘର ଭୁବନେଶ୍ୱରସ୍ଥିତ ପିଏମଜିରେ ବିକ୍ଷୋଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?