କଟକ ସିଟି ହସ୍ପିଟାଲ ପରିସର ହେଉଛି ବିଶୋଧନ
କଟକ କଚେରୀ ରିଂ ବନ୍ଧରେ ଯୁବକଙ୍କ ଦ୍ୱାରା ସାଇକେଲରେ ମାସ୍କ ବିକ୍ରି
ଖୁଦୁରୁକୁଣୀ ମୃଣ୍ମୟୀ ପ୍ରତିମାରେ ରଙ୍ଗ ଦେଉଛନ୍ତି କଟକ କୁମ୍ଭାରସାହିର ଜଣେ ଶିଳ୍ପୀ
କଟକ ରେଳଷ୍ଟେସନ ସମ୍ମୁଖରେ ସ୍ଥାପିତ କଳାକୃତିରେ ମାଡିଗଲାଣି ଅନାବନା ଲତା
ଭୁବନେଶ୍ୱର ବରମୁଣ୍ଡା ଜାତୀୟ ରାଜପଥ ପାର୍ଶ୍ବ ଏକ ବିଲରେ ଟ୍ରାକ୍ଟର ଦ୍ୱାରା ହଳକାର୍ଯ୍ୟ ଚାଲିଛି
ଭୁବନେଶ୍ୱରସ୍ଥିତ ରାଜ୍ୟ ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ଶୋଭା ବଢା଼ଉଥିବା ପ୍ରତୀକାତ୍ମକ ଜିପ
ଭୁବନେଶ୍ୱର ଭରତପୁର ଛକରେ ପୋଲିସର ଯାଞ୍ଚ
ଉଦୟଗିରି ପାହାଡ଼ରେ ଖେଳୁଛନ୍ତି ମାଙ୍କଡ଼


ଭୁବନେଶ୍ୱର ଏଜି ଛକ ପାର୍ଶ୍ୱରେ ଥିବା ବିଦ୍ୟୁତ ତାରରେ ପାରାଙ୍କ ଭିଡ

