ରାମ ନବମୀ ପୂର୍ବରୁ ରାମ ମନ୍ଦିରକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି



ଲକ୍ଷ୍ମୀସାଗର ମେଳଣ ପଡିଆରେ ଓମ ସରସ୍ଵତୀ ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବରେ ପିଲାମାନେ ନୃତ୍ୟ ପରିବେଷଣ କରୁଛନ୍ତି
ରବୀନ୍ଦ୍ର ମଣ୍ଡପରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ପରିବେଷିତ ନାଟକ ‘ଶୁଣ ସୁଜନେ’
ଭୁବନେଶ୍ୱର ଏକାମ୍ର ହାଟରେ ମୋକ୍ଷ ଦ୍ୱାରା ଆୟୋଜିତ, ଦ୍ୱାଦଶ ଯୁଗଳବନ୍ଦୀ ନୃତ୍ୟ ମହୋତ୍ସବ
କଟକ ବାଲିଯାତ୍ରା ଉପର ପଡିଆରେ ତେଲଗୁ ସମ୍ପ୍ରଦାୟ ସ୍ଵେଛାସେବି ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ସମାରୋହରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

