ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୧)

କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମାକାଳୀଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ

 

କଟକ ରାଣୀହାଟ ପୋଲ ଉପରେ ଗ୍ରାହକ ଅପେକ୍ଷାରେ ଫଳ ବ୍ୟବସାୟୀ

 

ଭୁବନେଶ୍ୱର ‘ ଦି ପ୍ରେସ କ୍ଲବ ଅଫ ଓଡ଼ିଶା’ଠାରେ ଆୟୋଜିତ ‘ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଶାନ୍ତି’ ଶୀର୍ଷକ ଆଲୋଚନା ଚକ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୪ , ୨୦୨୦)

ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧିନିୟମକୁ ପାସ୍ କରିବା ପାଇଁ ଭକ୍ତମାନେ ଦୀପ ଜାଳୁଛନ୍ତି | କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଇଣ୍ଟର ଜିଲ୍ଲା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୮, ୨୦୨୩ )

ଭୁବନେଶ୍ୱର ଜଗନ୍ନାଥ ନଗରରେ ପିଲାମାନେ ହୋଲିରେ ରଙ୍ଗ ଖେଳୁଛନ୍ତି     ହୋଲି ଅବସରରେ କଟକ ଅଲିଶା ବଜାର ଅଂଚଳରେ ପରସ୍ପରକୁ ରଙ୍ଗ ଲଗାଇ ଦେଉଥିବା...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୧ , ୨୦୨୩ )

ଧଉଳି କଳିଙ୍ଗ ମହୋତ୍ସବ     ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଫେରୁଛନ୍ତି     ଭୁବନେଶ୍ୱର କ୍ୟାପିଟାଲ୍ ଗ୍ରାଉଣ୍ଡରେ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୯, ୨୦୨୧)

କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୦, ୨୦୨୦)

ଶ୍ରୀନଅରକୁ ଖଇ ପ୍ରସାଦ ବିଜେ   ଅପରାହ୍ନରେ ଲିଙ୍ଗରାଜ ମନ୍ଦିର   କଟକ ତାଳଦଣ୍ଡା କେନାଲରେ ହଂସ   ଶଟ୍‌ଡାଉନ୍ରେ ଭୁବନେଶ୍ୱର ରେଳଷ୍ଟେସନ ପାଖରେ ଯାତ୍ରୀମାନେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୦)

ଆସନ୍ତା କାଲି ଦୁତିଆ ଓଷା ପାଇଁ ଲୋକମାନେ ବଜାରରେ କିଣା କିଣି କରୁଛନ୍ତି ଭୁବନେଶ୍ୱରର ୟୁନିଟ୍-୨ ମାର୍କେଟ ବିଲଡିଂରେ ଗ୍ରାହକ ମାନେ ସାମାଜିକ ଦୂରତା କୁ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

 ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୧ , ୨୦୨୦)

ଏହି କିଛିଦିନ ହବ ପ୍ରବଳ ଶୀତ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଶୀତ ବସ୍ତ୍ର କିଣୁଛନ୍ତି   ଭୁବନେଶ୍ୱରର ସିଆରପି ଛକରେ...

Advertisement
Archives

Model This Week