ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)

ଭୁବନେଶ୍ୱରରେ ପ୍ରବଳ ବର୍ଷା

 

କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ

 

 ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ ସ୍ୱତନ୍ତ୍ର ଟୀକାକରଣ

 

 

କଟକ ସିଡିଏ ନେତାଜୀ ସେତୁରୁ ମେଘାଚ୍ଛନ୍ନ ଆକାଶର ଦୃଶ୍ୟ

 

କଟକ କଚେରୀ ଛକ ପାର୍ଶ୍ୱରେ ଛତା ମରାମତି

 

 

କଟକ ସହରରେ ଝିପି ଝିପି ବର୍ଷା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୧, ୨୦୨୧)

କଟକ ସିଡିଏ ର ନେତାଜୀ ସେତୁରେ ବାଲୁକା କଳାକାର ସିଦ୍ଧାର୍ଥ ବେହେରାଙ୍କ ବାଲୁକା କଳା ଅଭିନେତ୍ରୀ ଅର୍ଚିତା ସାହୁ ଅନ୍ୟ ଅତିଥିମାନଙ୍କ ସହିତ ଭୁବନେଶ୍ୱରର ସାମନ୍ତରାୟ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୧)

ଚକ୍ରବୁଲା ଏକାଦଶୀରେ ପୁରୀରେ ଶ୍ରୀ ସୁଦର୍ଶନ ମହାପ୍ରଭୂ ଚାରି ଆଶ୍ରମ ବିଜେ କରୁଛନ୍ତି   ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୫, ୨୦୨୨)

ବିପଦଶଙ୍କୁଳ ଅବସ୍ଥାରେ କଟକ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ଡ୍ରେନ   କଟକ ଏସସିବି ମେଡିକାଲ କଲେଜ ପରିସରରେ ଥିବା ଆହାର କେନ୍ଦ୍ରରେ ଭିଡ଼  ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୦)

ରାଜଧାନୀର ରାଜମହଲ ଛକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ଜିନିଷ ବିକ୍ରି ଚାଲିଛି ଜଣେ ବ୍ୟକ୍ତି ନିଜ ଛୁଆକୁ ପ୍ରବଳ ଖରାରେ ଏକ ଶିଶୁ-ଷ୍ଟ୍ରୋଲର୍ ଉପରେ ନେଇଯାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୦)

କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ   ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର   ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୧ )

କଟକ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ଫଟୋ ପ୍ରଦର୍ଶନୀ   କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ   ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୯ , ୨୦୨୦ )

ଭୁବନେଶ୍ୱର ରେଳଷ୍ଟେଶନରେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରାଯାଇଛି।   ଗଜପତିଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ଆୟୋଜିତ ପରିଚାଳନା ବୈଠକ।   ସିଏମ୍‌ସି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୮, ୨୦୨୧)

କଟକ ଜୋବ୍ରା ଆନିକଟ ମହାନଦୀ କୂଳରେ ଜାଲ ମରାମତି କରୁଛନ୍ତି ଜଣେ ମତ୍ସ୍ୟଜୀବୀ ଭୁବନେଶ୍ୱରର ୟୁନିଟ୍ -୧ ମାର୍କେଟରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଶେଷ ସ୍ପର୍ଶ...

Advertisement
Archives

Model This Week