ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୦)

ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି

 

କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି

 

ଭୁବନେଶ୍ୱରରେ କାମକୁ ଯିବାଲାଗି ଅପେକ୍ଷା କରି ବସିଛନ୍ତି ଶ୍ରମିକମାନେ

 

କଟକ ତାଳଦଣ୍ଡା କେନାଲ ପାଖ ପରିବା ବଜାରରେ ସାମାଜିକ ଦୂରତ୍ୱ ନ ମାନି ଲୋକଙ୍କ ଭିଡ

 

କଟକ କଲେଜ ଛକରେ ପିଡିଏସ ରାଶନ ସାମଗ୍ରୀ ନେଇ ଘରକୁ ଫେରୁଛନ୍ତି ମହିଳା

 

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଏବେବି ଛିଡା ହୋଇଛି ତିନି ରଥ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୨ )

ଭୁବନେଶ୍ୱର ଏକାମ୍ର ହାଟରେ ପଖାଳ ଦିବସ ଅବସରରେ ଲୋକମାନେ ପଖାଳ ଖାଉଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ‘ସହଶ୍ର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୧)

ଲଗାତାର ବର୍ଷା ଫଳରେ କଟକ ସ୍ଥିତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି ଏକ ଗଛର ଭଙ୍ଗା ଶାଖା ଭୁବନେଶ୍ୱରର ଏଜି ସ୍କୋୟାର...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫ , ୨୦୨୧)

୭୫ ତମ ସ୍ୱାଧୀନତାଦିବସ ଅବସରରେ ଜଣେ ଯୁବକ ଗାନ୍ଧୀବେଶ ଧରି ସଚିବାଳୟ ମାର୍ଗ ରାସ୍ତାରେ ରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡିଶା: ଆଜିର ଫଟୋ ( ଜୁଲାଇ ୮ , ୨୦୨୨)

କଟକସ୍ଥିତ ବାରବାଟି ଷ୍ଟାଡିୟମରେ ଇଷ୍ଟକୋଷ୍ଟ ରେଲ୍‌ଓ୍ବେ ବନାମ ରାଇଜିଂ ଷ୍ଟୁଡେଣ୍ଟସ କ୍ଲବ ମଧ୍ୟରେ ଏଫଏଓ ଲିଗ୍ ମ୍ୟାଚ୍   ନବୀନ ନିୱାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୫ , ୨୦୨୧)

ବରମୁଣ୍ଡା  ଖଣ୍ଡଗିରି  ଉଦୟଗିରି ର ବନ୍ଦ ସମୟର ଦୃଶ୍ୟ ଗୌରୀଶଙ୍କର  ପାର୍କ  ନିକଟରେ  ବିକ୍ରୟ  ପାଇଁ  ରଖାଯାଇଥିବା  ସରସ୍ବତୀ  ପ୍ରତିମା  ଚୌଧୁରୀ ବଜ଼ାର ଓ ଗୌରୀଶଙ୍କର...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୩, ୨୦୨୧)

ଭୁବନେଶ୍ୱରର ନୟାପଲ୍ଲୀ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରୁ ଜଣେ ମହିଳା ସାଂଟା କ୍ୟାପ୍ କିଣୁଛନ୍ତି ଭୁବନେଶ୍ୱର ସତ୍ୟନଗର କାଳୀ ବସ୍ତି ଅଞ୍ଚଳର ଏକ ଘରେ ନିଆଁ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭ , ୨୦୨୦ )

ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ସଦସ୍ୟ ମାନେ ଦର୍ଶନ କରିବା ପାଇଁ ଯାଉଛନ୍ତି ଏକ ଛୋଟ ପିଲା ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକରେ...

Advertisement
Archives

Model This Week