
ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି
କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି
ଭୁବନେଶ୍ୱରରେ କାମକୁ ଯିବାଲାଗି ଅପେକ୍ଷା କରି ବସିଛନ୍ତି ଶ୍ରମିକମାନେ
କଟକ ତାଳଦଣ୍ଡା କେନାଲ ପାଖ ପରିବା ବଜାରରେ ସାମାଜିକ ଦୂରତ୍ୱ ନ ମାନି ଲୋକଙ୍କ ଭିଡ
କଟକ କଲେଜ ଛକରେ ପିଡିଏସ ରାଶନ ସାମଗ୍ରୀ ନେଇ ଘରକୁ ଫେରୁଛନ୍ତି ମହିଳା
ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଏବେବି ଛିଡା ହୋଇଛି ତିନି ରଥ