ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୩ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ଫୁଟବଲ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି ଭାରତ ଓ କତାର

ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ତୃତୀୟ ନୃତ୍ୟସୁଧା ନୃତ୍ୟ ଉତ୍ସବରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ଶହୀଦ ଜୟୀ ରାଜଗୁରୁ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱରସ୍ଥିତ ପିଏମଜିରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୪ତମ ଜୟନ୍ତୀ ଅବସରରେ ଆୟୋଜିତ ପାଇକ ଆଖଡ଼ା ଖେଳ କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଅନ୍ୟ ମଞ୍ଚାସୀନ ଅତିଥି ବୃନ୍ଦ

 

ଅଁଳା ନବମୀ ଅବସରରେ ପୁରୀ ସିଦ୍ଧ ବକୁଳ ମଠ ପରିସରରେ ହବିଷ୍ୟାଳି ମାନେ ଅଁଳା ବୃକ୍ଷକୁ ପୂଜା କରୁଛନ୍ତି

 

କଟକ ବାଲିଯାତ୍ରା ପଡିଆରେ ଆକ୍ଵାରିଅମ ଟନେଲ ନିର୍ମାଣ ଚାଲିଛି କଟକ ବାଲିଯାତ୍ରା ପଡିଆରେ ଗ୍ରାମୀଣ ଢାଞ୍ଚାକୁ ନେଇ ଚାଲିଛି ପ୍ରସ୍ତୁତି କଟକ ବାଲିଯାତ୍ରା ପଡିଆରେ ଓରିମାସ ପକ୍ଷରୁ ଷ୍ଟଲ ନିର୍ମାଣ ଚାଲିଛି

 

ବ୍ରହ୍ମପୁର ସହରସ୍ଥିତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଅଁଳା ବେଶ

 

ପବିତ୍ର ଅଁଳା ନବମୀ ଅବସରରେ ବ୍ରହ୍ମପୁରସ୍ଥିତ ଗୋସାଣୀନୂଆଗାଁ ଉତ୍ତରେଶ୍ୱର ମନ୍ଦିର ରେ ଥିବା ରାଧା କୃଷ୍ଣ ମନ୍ଦିରରେ ମହିଳାଙ୍କ ରାଧା ପାଦଦର୍ଶନ

 

ବ୍ରହ୍ମପୁର ସହରରେ ପବିତ୍ର ଅଁଳା ନବମୀ ଅବସରରେ ମହିଳା ମାନେ ଅଁଳା ଗଛକୁ ପୂଜା ଅର୍ଚ୍ଚନା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?