ଓଡ଼ିଶା: ଆଜିର ଫଟୋ (ମେ ୨୧, ୨୦୨୨)

ସନ୍ତ୍ରାସବାଦ ନିରୋଧ ଦିବସ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ର ସଂସଦ ଡ୍ରାମାଟିକ ସୋସାଇଟି ପକ୍ଷରୁ ପୁରୁଣା ଆଉଟଡୋର ସମ୍ମୁଖରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

 

ସନ୍ତ୍ରାସବାଦ ନିରୋଧ ଦିବସ  ଅବସରରେ ରାଜ୍ୟ ପୋଲିସର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ସୁନୀଲ କୁମାର ବଂଶଲ  ଶପଥ ପାଠ କରାଉଛନ୍ତି

 

କଟକ ପୌରନିଗମ କନ୍ଫରେନ୍ସ ହଲରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ  ସନ୍ତ୍ରାସବାଦ ନିରୋଧ ଦିବସ  ଉପଲକ୍ଷେ ଓଡ଼ିଶା ବିଧାନସଭାରେ ସଚିବ ଦାଶରଥି ଶତପଥି କର୍ମଚାରୀଙ୍କୁ ଶପଥପାଠ କରାଉଛନ୍ତି

ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଭୁବନେଶ୍ୱର ରାଜୀବ ଭବନରେ ଥିବା ପ୍ରତିମୂର୍ତ୍ତିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଉଛି

ସନ୍ତ୍ରାସବାଦ ନିରୋଧ ଦିବସରେ ଭୁବନେଶ୍ୱରସ୍ଥିତ ଲୋକ ସୂଚନା ଓ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସମୂହ ଶପଥପାଠ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୪ ଅଗଷ୍ଟ, ୨୦୨୬)

ୟୁନିଟ୍-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୯ତମ ଜ୍ଞାନ-ବିଜ୍ଞାନ ମେଳା; ମାଟିରେ ମୂର୍ତ୍ତି ଗଢ଼ୁଛନ୍ତି ଛାତ୍ରଛାତ୍ରୀ ଉପାସନା ମ୍ୟୁଜିକ୍ ପକ୍ଷରୁ ‘କିଶୋର କୁମାର ନାଇଟ୍’ ସଙ୍ଗୀତ ସନ୍ଧ୍ୟା ଆୟୋଜିତ…

ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ, ୨୦୨୬)

କଟକ ବାଲିଯାତ୍ରା ତଳ ପଡ଼ିଆ ମହାନଦୀ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ସୁରକ୍ଷାକୁ ନେଇ ପୋଲିସ ପକ୍ଷରୁ ରେଡିୟମ୍‌ ଖଚିତ ଜ୍ୟାକେଟ୍‌ ଓ ମୃଦୁ ପାନୀୟ ବଣ୍ଟନ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri