ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୨)

  ରାଜଧାନୀରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

 

ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମା’ ଦୁର୍ଗାଙ୍କ ଚାନ୍ଦି ମେଢ଼କୁ ରୂପରେ ସଜା ଯାଉଛି

ଭୁବନେଶ୍ୱରରେ ଜାତୀୟ ରାଜପଥରୁ ହାଇଟେକ ହସ୍ପିଟାଲ ଯିବା ନଦୀ ସନ୍ନିକଟ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ

କଟକ ସ୍ଥିତ ମା’ ଗଡ଼ଚଣ୍ଡୀଙ୍କ କାଳୀ ବେଶ

କଟକ ସ୍ଥିତ ମା’ ଝାଞ୍ଜିରୀ ମଙ୍ଗଳାଙ୍କ ବଗଳାମୁଖୀ ବେଶ

କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ ମହା ତ୍ରିପୁରା ବେଶ

କଟକ ପିଠାପୁର ସ୍ଥିତ ମା’ ଧାକୁଲେଇଙ୍କ ରୁଦ୍ରାଣୀ ବେଶ

କଟକ ନୟାସଡ଼କ ସ୍ଥିତ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗ ପକ୍ଷରୁ ହିନ୍ଦୀ ଦିବସ ସମାରୋହ ପାଳିତ

କଟକ ସହୀଦ ଭବନରେ ଇଂ.କରିସ୍ମା ସାହୁ ସ୍ମାରକୀ ତୈଳିକ ମହିଳା ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୦)

ରାଜଧାନୀର ରାଜମହଲ ଛକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ଜିନିଷ ବିକ୍ରି ଚାଲିଛି ଜଣେ ବ୍ୟକ୍ତି ନିଜ ଛୁଆକୁ ପ୍ରବଳ ଖରାରେ ଏକ ଶିଶୁ-ଷ୍ଟ୍ରୋଲର୍ ଉପରେ ନେଇଯାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପ୍ରେସକ୍ଳବ ପାଖରେ ଥିବା ଏକ...

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୫, ୨୦୨୨)

ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡ଼ିୟମ ରେ ଆୟୋଜିତ ସାଉଥ ଏସିଆନ ଫୂଟବଲ ଫେଡେରେସନ ଚାମ୍ପିଅନସିପ ନେପାଳ ସହିତ ମାଳଦୀପ ନେପାଳ ୪ -୦ ଗୋଲ ରେ...

କଟକ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ଯୋଗ ଶିବିର

କଟକ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ଯୋଗ ଶିବିର।

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୧)

ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ମୁର୍ମୟୀ ମୂର୍ତି ଅଲିଶା ବଜ଼ାର ପୂଜା ମଣ୍ଡପ ଚୌଧୁରୀ ବଜ଼ାର ପୂଜା ମଣ୍ଡପ ମା କଟକଚଣ୍ଡୀ ଙ୍କ...

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା...

Advertisement
Archives

Model This Week