ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୦, ୨୦୨୧)

କୁମାର ପୂର୍ଣ୍ଣମୀ ଅବସରରେ କଟକ ଅଲିଶା ବଜ଼ାର ଅଞ୍ଚଳରେ କୁମାରୀମାନଙ୍କ ଚାନ୍ଦ ପୂଜା

 

କୁମାର ପୂର୍ଣ୍ଣମୀ ଅବସରରେ କଟକ ଦୀୱାନ ବଜାରସ୍ଥିତ ଅନ୍ନପୂର୍ଣ୍ଣା ମନ୍ଦିରରେ ମା’ଙ୍କ କାଞ୍ଚନ ଗୌରୀ ବେଶ

 

ବାରବାଟୀ ଷ୍ଟାଡିୟମ କ୍ଳବ ହାଉସରେ ଓଡିଶା ରେସଲିଂ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ରେସଲିଂ ଚାମ୍ପିଅନଶିପର ଦ୍ଵିତୀୟ ଦିନରେ ଅଂଶ ଗ୍ରହଣ କରିଥିବା ମହିଳା ପ୍ରତିଯୋଗୀ

 

ବାରବାଟୀ ଷ୍ଟାଡିୟମକ୍ଳବ ହାଉସରେ ଓଡିଶା ରେସଲିଂ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ରେସଲିଂ ଚାମ୍ପିଅନଶିପ ୨ୟ ଦିନରେ ଅଂଶ ଗ୍ରହଣ କରିଥିବା ପୁରୁଷ ପ୍ରତିଯୋଗୀ

 

ପୁରୀରେ କୁମାର ପୂର୍ଣ୍ଣମୀ ଅବସରରେ କୁମାରୀମାନେ ଚାନ୍ଦ ବନ୍ଦାପନା କରୁଛନ୍ତି

 

ଶ୍ରୀମନ୍ଦିରରୁ ବାହାରି ତିନି ଆଶ୍ରମ ବିଜେ କରୁଛନ୍ତି ଶ୍ରୀସୁଦର୍ଶନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୧)

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଗଣେଶ ପ୍ରତିମା ବିକ୍ରୟ ପାଇଁ ରଖାଯାଇଛି   ଭୁବନେଶ୍ୱରରେ ପ୍ରବଳ ବର୍ଷାର ପରବର୍ତ୍ତୀ ଦୃଶ୍ୟ   କଟକ କାଠଗଡ଼ା ଅଞ୍ଚଳର ଶିଳ୍ପୀ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୫ , ୨୦୨୧)

ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି  ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩ , ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ ପୁରୀର ରାସ୍ତାଗୁଡ଼ିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଷ୍ଟିଲ ରଡ଼ ଉପରେ କଙ୍କି ବସି ରହିଥିବାର ଦୃଶ୍ୟ ଜଣେ ଦୋକାନୀ ସ୍ୱାଧୀନତା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧, ୨୦୨୧)

ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା: ଅସ୍ତବ୍ୟସ୍ତ ଜନଜୀବନ     ଦୀର୍ଘ ଦିନ ପରେ  ଲିଙ୍ଗରାଜ ମନ୍ଦିରରେ ଉତ୍ସାହିତ ଶ୍ରଦ୍ଧାଳୁ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩, ୨୦୨୦)

ଦୁଇଜଣ ଯୁବତୀ ଭୁବନେଶ୍ୱରର ଏଜି ଛକ ଠାରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ପୁରୀରେ ସୂର୍ଯ୍ୟାସ୍ତ ସିଏମସି କଟକସ୍ଥିତ ବାଦାମବାଡି ମୁଖ୍ୟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୬, ୨୦୨୧)

ଭୁବନେଶ୍ୱରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ୮୨ତମ ଜନ୍ମଦିନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ସଡକ...

ଓଡ଼ିଶା: ଆଜିର ଫଟୋ ( ମେ ୧୯, ୨୦୨୨ )

ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି ଭୁବନେଶ୍ୱରର ଏକ ହୋଟେଲରେ ଡିସ୍ନି ଷ୍ଟାରର ଓଡିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର କିରନର ଇଭେଣ୍ଟ ଆରମ୍ଭ ହୋଇଯାଇଛି

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୧)

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ‘ଧରିତ୍ରୀ’ର ୪୮ତମ...

Advertisement
Archives

Model This Week