ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୦, ୨୦୨୨)

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଲହଡି ମାରୁଛି

 

 

ଦିବଂଗତ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର ଓ ଅନ୍ୟମାନେ

 

ରେଭେନଶା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବର୍ଷାଜଳ ନିଷ୍କାସନ ଲାଗି କଟକ ମହାନଗର ନିଗମ ପଦକ୍ଷେପ ନେଉ ନ ଥିବା ପ୍ରତିବାଦରେ ହଷ୍ଟେଲ ଛାତ୍ରଙ୍କ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪ , ୨୦୨୦)

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ଖାନନଗର ଟ୍ରାଫିକ ସ୍କୋୟାର ରାସ୍ତାରେ ଖାଲ ଥିବାରୁ ପାଣି ଜମି ରହିଛି ଲଘୁଚାପ ଜନିତ ବର୍ଷା ଫଳରେ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୧, ୨୦୨୨ )

 ବକୁଲ ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛ ଗଣେଶଙ୍କୁ ପୂଜା ଖବରକାଗଜ ବିତରକ ସଂଘ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଗଜାନନଙ୍କ ପୂଜା   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୭, ୨୦୨୨)

ଯୋବ୍ରା ଆନିକଟ ମହାନଦୀ ଜଳ ରାଶି ଉପରେ ଶୋଭା ପାଉଥିବା ମେଘାଛନ୍ନ ଆକାଶ ପ୍ରବଳ ବର୍ଷାରେ ଭିଜି ଝୋଲା ସାହି ରାସ୍ତାରେ ଯାଉଥିବା ଗାଡି ଚାଳକ

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୪, ୨୦୨୦)

ମୌସୁମୀ ଜନିତ ଲଗାଣ ବର୍ଷାରେ ଭିଜିଲା ଶ୍ରୀକ୍ଷେତ୍ର କଟକରେ ରଜ ମଉଜ   କଟକରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଦ୍ୟ ଦେଉଛନ୍ତି   ଶଟଡାଉନ ଯୋଗୁ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୫, ୨୦୨୨)

କଟକ ବାଲିଯାତ୍ରା ତଳ ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ପଥ ଉତ୍ସବରେ, ସ୍ପେନରୁ ଆସିଥିବା ଦମ୍ପତ୍ତି ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି, ସ୍ପେନର...

ଓଡ଼ିଶା: ଆଜିର ଫଟୋ (ମେ ୨୬, ୨୦୨୩ )

 କଟକ ଗଡ଼ଗଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ତୂଳୀରେ ବିବଶ ମହାନଦୀ’ ଚିତ୍ରକଳା ଶିବିର    କଟକ ଜଗତପୁର ମହାନଦୀ ବ୍ୟାରେଜ ଠାରେ କ୍ଷେତ୍ର ପରିଦର୍ଶନ କଲେ ମହାନଦୀ...

‘ଓ୍ବାଟର୍‌ ଏଟିଏମ୍‌’ ଉଦ୍‌ଘାଟନ

ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍‌ଗୋ ‘ଓ୍ବାଟର୍‌ ଏଟିଏମ୍‌’କୁ ଉଦ୍‌ଘାଟନ କରୁଛନ୍ତି।

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୭, ୨୦୨୨)

ରାଜଭବନ ସ୍କୋୟାରରେ ଏବଂ ଭୁବନେଶ୍ୱରର ଅନେକସ୍ଥାନରେ ଫୁଟବଲ୍ ପ୍ରତିକୃତି ଦେଖା ଯାଇଛି

Advertisement
Archives

Model This Week